ETV Bharat / bharat

ଶହୀଦଙ୍କ ପ୍ରତି ବିବାଦୀୟ ବୟାନ, ଶେଷରେ କ୍ଷମା ମାଗିଲେ ସାଧ୍ଵୀ ପ୍ରଜ୍ଞା

ଶହୀଦଙ୍କୁ ଅପମାନବୋଧକ ଶବ୍ଦ ପ୍ରୟୋଗ କରି ସବୁ ମହଲରୁ ନିନ୍ଦାର ଶୀକାର ହୋଇଛନ୍ତି ଭୋପାଳର ବିଜେପି ପ୍ରାର୍ଥୀ ସାଧ୍ଵୀ ପ୍ରଜ୍ଞା ସିଂହ ଠାକୁର । ବିଜେପି ସାଧ୍ବୀଙ୍କ ବୟାନ ଠାରୁ ଦୂରତା ରଖିବା କଥା କହିଥିଲା ବେଳେ ଏହି ବୟାନ ପରେ କ୍ଷମା ମାଗିଛନ୍ତି ସାଧ୍ବୀ ।

author img

By

Published : Apr 20, 2019, 10:04 AM IST

ଫଟୋ ସୌଜନ୍ୟ: ଏନଏଆଇ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ବିବାଦୀୟ ବୟାନବାଜି, ବିରୋଧୀଙ୍କୁ କଟାକ୍ଷ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବାକୁ ଶତପ୍ରତିଶତ ଚେଷ୍ଟା କରନ୍ତି ରାଜନେତା । ଏଭଳି ସମୟରେ ଶହୀଦଙ୍କୁ ଅପମାନବୋଧକ ଶବ୍ଦ ପ୍ରୟୋଗ କରି ସବୁ ମହଲରୁ ନିନ୍ଦାର ଶୀକାର ହୋଇଛନ୍ତି ଭୋପାଳର ବିଜେପି ପ୍ରାର୍ଥୀ ସାଧ୍ଵୀ ପ୍ରଜ୍ଞା ସିଂହ ଠାକୁର । ବିଜେପି ସାଧ୍ବୀଙ୍କ ବୟାନ ଠାରୁ ଦୂରତା ରଖିବା କଥା କହିଥିଲା ବେଳେ ଏହି ବୟାନ ପରେ କ୍ଷମା ମାଗିଛନ୍ତି ସାଧ୍ବୀ ।

  • Pragya Singh Thakur, BJP LS candidate from Bhopal, on her statement on Mumbai ATS Chief late Hemant Karkare: I felt that the enemies of the country were being benefited from it, therefore I take back my statement and apologize for it, it was my personal pain. pic.twitter.com/j7pzrKf6G5

    — ANI (@ANI) April 19, 2019 " class="align-text-top noRightClick twitterSection" data=" ">

ଶୁକ୍ରବାର ସନ୍ଧ୍ୟାରେ ସାଧ୍ଵୀ ପ୍ରଜ୍ଞା କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ପୀଡା ଥିଲା ଯାହା ସେ ସମସ୍ତ ସମ୍ମୁଖରେ ରଖିଛନ୍ତି । ଏହି ବୟାନରୁ ବିପକ୍ଷଙ୍କୁ ବଳ ଓ ତାଙ୍କ ଦଳ ବିଜେପିକୁ ସମାଲୋଚନାର ଶୀକାର ହେବାକୁ ପଡିଛି । ଏଥିପାଇଁ କ୍ଷମା ମାଗୁଛନ୍ତି ବୋଲି ବୟାନ ଦେଇଛନ୍ତି । ବ୍ୟକ୍ତିଗତ ପୀଡ଼ାକୁ ସର୍ବସମ୍ମୁଖରେ କହିବା ସମୟରେ ଏଭଳି ବୟାନ ଦୁର୍ଭାଗ୍ୟବଶତଃ ଦେଇଥିବା କଥା ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ ସାଧ୍ଵୀ ପ୍ରଜ୍ଞା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଶହୀଦ ମୁମ୍ବାଇ ଏଟିଏସର ପ୍ରମୁଖ ହେମନ୍ତ କରକରେଙ୍କ ଉପରେ ସେ ଜେଲରେ ଥିବା ସମୟରେ ନିର୍ଯାତନା ଆରୋପ ଲଗାଇଥିଲେ । ଏହାସହ ସେ କହିଥିଲେ ଯେ ତାଙ୍କର ସର୍ବନାଶ ପାଇଁ ସେ ଅଭିଶାପ ଦେଇଥିବା କଥା ସେ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.