ETV Bharat / bharat

ମାଷ୍ଟରବ୍ଲାଷ୍ଟରଙ୍କ ହୃଦୟ ଜିଣିଲେ ଦିବ୍ୟାଙ୍ଗ କ୍ରିକେଟର ମଡ୍ଡା ରାମ - ଦିବ୍ୟାଙ୍ଗ କ୍ରିକେଟର ମଡ୍ଡା ରାମ

କ୍ରିକେଟ ପାଇଁ ଉତ୍ସାହ ଓ ଆଗ୍ରହର ପ୍ରତୀକ ପାଲଟିଯାଇଛନ୍ତି ଦିବ୍ୟାଙ୍ଗ କ୍ରିକେଟର ମଡ୍ଡା ରାମ । ତେବେ ସେହି ଶିଶୁ କ୍ରିକେଟରଙ୍କ ଭିଡିଓ ସେୟାର କରି ନବବର୍ଷର ଶୁଭାରମ୍ଭ କରନ୍ତୁ ବୋଲି ମାଷ୍ଟରବ୍ଲାଷ୍ଟର କହିଛନ୍ତି ।

sachin
sachin
author img

By

Published : Jan 1, 2020, 11:19 PM IST

Updated : Jan 2, 2020, 2:44 PM IST

ହାଇଦ୍ରାବାଦ: ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ମନକୁ ଛୁଇଁ ଯାଇଛନ୍ତି ଦିବ୍ୟାଙ୍ଗ କ୍ରିକେଟର ମଡ୍ଡା ରାମ । ସେହି ଦିବ୍ୟାଙ୍ଗ କ୍ରିକେଟରଙ୍କ ଭିଡିଓ ସେୟାର କରି 2020ର ଶୁଭାରମ୍ଭ କରନ୍ତୁ ବୋଲି ସଚିନ କହିଛନ୍ତି ।

  • Start your 2020 with the inspirational video of this kid Madda Ram playing cricket 🏏 with his friends.
    It warmed my heart and I am sure it will warm yours too. pic.twitter.com/Wgwh1kLegS

    — Sachin Tendulkar (@sachin_rt) January 1, 2020 " class="align-text-top noRightClick twitterSection" data=" ">

ମଡ୍ଡା ରାମ ଜଣେ ଦିବ୍ୟାଙ୍ଗ କ୍ରିକେଟର ମଡ୍ଡା ଜଣେ ପୋଲିଓ ଗ୍ରସ୍ତ ଶିଶୁ । ତଥାପି ତାଙ୍କର କ୍ରିକେଟ ଖେଳିବାର ନିଶା ସେହି ଭିଡିଓରୁ ସ୍ପଷ୍ଟ ବାରି ହେଉଛି । ଏକ ସାନଦାର ସଟ୍‌ ମାରି ମଡ୍ଡା ଆଣ୍ଠୁବଳରେ ହିଁ ଘୁସୁରି ଘୁସିରି ରନ୍‌ ନେଉଛନ୍ତି ।

ତେବେ ମଡ୍ଡା ରାମଙ୍କ ଭିଡିଓ ସେୟାର କରି ସଚିନ କହିଛନ୍ତି ଯେ ଏହି ଶିଶୁ କ୍ରିକେଟରଙ୍କ ଠାରୁ ପ୍ରେରଣା ନିଅନ୍ତୁ । ସେ ନିଜର ଟ୍ବିଟରେ ସେୟାର କରି ଭିଡିଓ ଲେଖିଛନ୍ତି ଯେ, ଶିଶୁ ମଡ୍ଡା ରାମଙ୍କ ପ୍ରେରାଣଦାୟକ ଭିଡିଓରୁ 2020ର ଶୁଭାରମ୍ଭ କରନ୍ତୁ । ଏହି ଭିଡିଓରେ ମଡ୍ଡା ନିଜ ସାଙ୍ଗଙ୍କ ସହ କ୍ରିକେଟ ଖେଳୁଛନ୍ତି । ଯାହା ମୋ ହୃଦୟକୁ ଛୁଇଁ ଯାଇଛି । ଆଶା କରୁଛି ଆପଣମାନଙ୍କ ହୃଦୟକୁ ମଧ୍ୟ ଏହି ଭିଡିଓ ଛୁଇଁ ଯିବ ।

Intro:Body:

BLANK FOR LINK

Conclusion:
Last Updated : Jan 2, 2020, 2:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.