ETV Bharat / bharat

ବାୟୁସେନାର ଶକ୍ତି ବଢାଇଲା ରୁଦ୍ର ହେଲିକପ୍ଟର, ନିର୍ମାଣ କରିଛି ‘ହାଲ’

author img

By

Published : Jul 6, 2020, 4:08 PM IST

ରୁଦ୍ର ହେଲିକପ୍ଟର ରୋଟାରୀ ୱିଙ୍ଗ ରିସର୍ଚ୍ଚ ଆଣ୍ଡ ଡିଜାଇନ ସେଣ୍ଟର ଦ୍ୱାରା ଡିଜାଇନ୍ ଏବଂ ବିକଶିତ ହୋଇଛି । ଏହାକୁ ସ୍ବଦେଶୀ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ନିର୍ମାଣ କରିଛି ।

 ରୁଦ୍ର ଆଟାକ ହେଲିକପ୍ଟର
ରୁଦ୍ର ଆଟାକ ହେଲିକପ୍ଟର

ନୂଆଦିଲ୍ଲୀ : ଶତ୍ରୁକୁ କଡା ଜବାବ ଦେବାପାଇଁ ଭାରତୀୟ ବାୟୁସେନା ନିକଟରେ ଅନେକ ଅତ୍ୟାଧୁନିକ ଅସ୍ତ୍ର ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଏଚଏଏଲର ରୁଦ୍ର ଆଟାକ ହେଲିକପ୍ଟର । ଏହି ହେଲିକପ୍ଟରଟି ଏଏଲଏଚ-ଡବ୍ଲୁଏସଆଇ ନାମରେ ମଧ୍ୟ ଜଣାଶୁଣା । ଏହା ଏଚଏଏଲ-ଧ୍ରୁବର ଏକ ଉନ୍ନତ ସଶସ୍ତ୍ର ସଂସ୍କରଣ ।

ରୁଦ୍ର ହେଲିକପ୍ଟର ରୋଟାରୀ ୱିଙ୍ଗ ରିସର୍ଚ୍ଚ ଆଣ୍ଡ ଡିଜାଇନ ସେଣ୍ଟର ଦ୍ୱାରା ଡିଜାଇନ୍ ଏବଂ ବିକଶିତ ହୋଇଛି । ଏହାକୁ ସ୍ବଦେଶୀ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ନିର୍ମାଣ କରିଛି । ଏହି ଆକ୍ରମକ ହେଲିକପ୍ଟରଟି ଅନେକ ଅତ୍ୟାଧୁନିକ ଉପକରଣ ସହ ସଜ୍ଜିତ ରହିଛି । ଥର୍ମାଲ୍ ଇମେଜିଙ୍ଗ୍ ସାଇଟ୍ ଇଣ୍ଟରଫେସ୍, 20 ମିଲିମିଟର ଟୁରେଟ୍ ବନ୍ଧୁକ, 70 ମିଲିମିଟର ରକେଟ୍ ପୋଡ୍, ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲ୍ ଏବଂ ଏୟାର-ଟୁ-ଏୟାର ମିସାଇଲ୍ ସହିତ ସଜ୍ଜିତ ହୋଇଛି ରୁଦ୍ର ହେଲିକପ୍ଟର ।

Indian airforce has many weapon to combat enemy . One of them is the HAL Rudra . this attack helicopter also known as ALH-WSI . It is an armed version of HAL Dhruv .

Rudra is design and developed by Rotary Wing Research and Design Center (RWR&DC) and manufactured by Hindustan Aeronautics Limited (HAL). this attack helicopter is equipped with forward looking infrared (FLIR) and Thermal Imaging Sights Interface, a 20 mm turret gun, 70 mm rocket pods, anti-tank guided missiles and air-to-air missiles.

Conclusion:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.