ETV Bharat / bharat

INX ମାମଲା: ତିହାର ଜେଲରେ ଚିଦାମ୍ବରମଙ୍କୁ ଜେରା କରିବ ଇଡି - ଚିଦାମ୍ବରମଙ୍କୁ ଜେରା କରିବ ଇଡି

INX ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ତିହାର ଜେଲରେ ପଚରାଉଚୁରା ପାଇଁ ଦିଲ୍ଲୀ କୋର୍ଟ ପକ୍ଷରୁ ଇଡିକୁ ଅନୁମତି । 26 ନଭେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଫାଇଲ ଫଟୋ
author img

By

Published : Nov 21, 2019, 8:36 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ତିହାର ଜେଲରେ ପଚରାଉଚୁରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ମିଳିସାରିଛି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ INX ମିଡିଆ ମାମଲାରେ ଇଡିକୁ ଆସନ୍ତା ନଭେମ୍ବରରୁ 23 ନଭେମ୍ବର ପର୍ଯ୍ୟନ୍ତ ଜେରା ମାଇଁ ଅନୁମତି ଦେଇଛନ୍ତି ।

ପୂର୍ବରୁ ଚିଦାମ୍ବରମଙ୍କୁ ପଚରାଉଚୁରା ପାଇଁ ଇଡି ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲା । ଚିଦାମ୍ବରମଙ୍କ ଜାମିନ ଆବେଦନ ନେଇ ବୁଧବାର କୋର୍ଟରେ ଶୁଣାଣି ହୋଇଥିଲା । ଏହା ଉପରେ କୋର୍ଟ ଇଡିକୁ ଜବାବ ମଧ୍ୟ ମାଗିଥିଲେ । 26 ନଭେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୁପ୍ରିମକୋର୍ଟ 15 ନଭେମ୍ବର ପି ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.