ETV Bharat / bharat

କୋରୋନା ମୁକାବିଲା: ହସ୍ପିଟାଲରେ ସଂକ୍ରମିତଙ୍କୁ ଔଷଧ ଓ ଖାଦ୍ୟ ଯୋଗାଇବ ରୋବଟ

author img

By

Published : Mar 25, 2020, 10:25 PM IST

ଜୟପୁରର ସଓ୍ଵାଇ ମାନସିଂହ ହସ୍ପିଟାଲ(ଏସଏମଏସ)ର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏସଏମଏସ ହସ୍ପିଟାଲର ଆସୋଲେସନ ୱାର୍ଡ ପାଇଁ ଏକ ଅତ୍ୟାଧୁନିକ ରୋବଟକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ଜୟପୁର: ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ବଢିବାରେ ଲାଗିଛି । ଏପରିସ୍ଥଳେ ଜୟପୁରର ସଓ୍ଵାଇ ମାନସିଂହ ହସ୍ପିଟାଲ(ଏସଏମଏସ)ର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏହି ଡାକ୍ତରଖାନାରେ ରୋବଟ ରୋଗୀଙ୍କ ଯତ୍ନ ନେବ । ଖବର ମୁତାବକ, ଏସଏମଏସ ହସ୍ପିଟାଲର ଆସୋଲେସନ ୱାର୍ଡ ପାଇଁ ଏକ ଅତ୍ୟାଧୁନିକ ରୋବଟକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରୋବଟ୍ କୋରୋନା ପଜେଟିଭଙ୍କ ସମସ୍ତ ପ୍ରକାର ଯତ୍ନ ନେବ |

ଏସଏମଏସ ହସ୍ପିଟାଲର ଆଇସୋଲେସନ ୱାର୍ଡର ପାଇଁ ଏକ ଅତ୍ୟାଧୁନିକ ରୋବଟକୁ ନିୟୋଜିତ କରାଯାଇଛି । ଏହି ରୋବଟ୍ କୋରୋନା ପଜେଟିଭ ରୋଗୀଙ୍କ ଯତ୍ନ ନେବ | ରୋବଟ୍ ରୋଗୀଙ୍କୁ ଠିକ୍ ସମୟରେ ଔଷଧ ଏବଂ ଖାଦ୍ୟ ଯୋଗାଇବ । ବୁଧବାର ଏହି ରୋବଟର ଡେମୋ କରାଯାଇଥିଲା ।

ଡାକ୍ତରଖାନା ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ଯାହା ଦ୍ବାରା ରୋଗୀ ମାନଙ୍କ ନିକଟରେ ରହୁଥିବା ଲୋକେ ସଂକ୍ରମଣରୁ ରକ୍ଷା ପାଇପାରିବେ । ବୁଧବାର ଗୋଟିଏ ରୋବଟ୍ ଆସିଛି | ଖୁବ୍ ଶୀଘ୍ର ଅନ୍ୟ ଦୁଇଟି ରୋବଟ୍ ମଧ୍ୟ ଏସ୍ଏମ୍ଏସ୍ ହସ୍ପିଟାଲରେ ପହଞ୍ଚିବ | ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜଣେ ବ୍ୟକ୍ତି ସ୍ବଚ୍ଛାକୃତ ଭାବେ ଏହି ରୋବଟଗୁଡ଼ିକୁ ଦେଇଛନ୍ତି |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.