ETV Bharat / bharat

ରାଜନୀତିରେ ରବର୍ଟ ଭଦ୍ରା !

ରବର୍ଟ ଭଦ୍ରା କହିଛନ୍ତି ଯେ ରାଜନୀତିରେ ଫାଇଦା ପାଇଁ ଏକ ଦଶନ୍ଧିରୁ ତାଙ୍କ ନାମର ବ୍ୟବହାର କରାଯାଉଛି । ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ହଟିଲେ ଦେଶବାସୀଙ୍କ ସେବାରେ ଲାଗି ପାରିବି ବୋଲି କହିଛନ୍ତି ଭଦ୍ରା । ସେ ଆହୁରି କହିଛନ୍ତି ଯେ ତାଙ୍କ ଉପରେ ଆସିଥିବା ଅଭିଯୋଗରେ କୌଣସି ଦମ ନଥିବା ଜାଣିଛନ୍ତି ଦେଶବାସୀ । ଯେଉଁ ଶିଶୁଙ୍କୁ ସାହାଯ୍ୟ କରିଛି ସେମାନଙ୍କ ନିକଟରୁ କିଛି ଶିଖିଛି ଓ ନିଜକୁ ଦୃଢ କରିଛି ।

author img

By

Published : Feb 24, 2019, 11:32 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କିଛି ଦିନ ତଳେ ରାଜନୀତିରେ ଡେବ୍ୟୁ କରିଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏବେ ସ୍ବାମୀଙ୍କ ପାଳି ପଡିବା ନେଇ ଚାଲିଛି ଚର୍ଚ୍ଚା । ସ୍ବାମୀ ରବର୍ଟ ଭଦ୍ରା ମଧ୍ୟ ରାଜନୀତିରେ ପ୍ରବେଶ କରି ପାରନ୍ତି । ଏହାର ଇଙ୍ଗିତ ଏକ ଫେସବୁକ ଫୋଷ୍ଟ ମାଧ୍ୟମରେ ସ୍ବଂୟ ଭଦ୍ରା ଦେଇଛନ୍ତି । ରବିବାର ଏକ ଫେସବୁକ ପୋଷ୍ଟ କରି ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ଯେ ରାଜନୀତିରେ ଫାଇଦା ପାଇଁ ଏକ ଦଶନ୍ଧିରୁ ତାଙ୍କ ନାମର ବ୍ୟବହାର କରାଯାଉଛି । ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ହଟିଲେ ଦେଶବାସୀଙ୍କ ସେବାରେ ଲାଗି ପାରିବି ବୋଲି କହିଛନ୍ତି ଭଦ୍ରା । ସେ ଆହୁରି କହିଛନ୍ତି ଯେ ତାଙ୍କ ଉପରେ ଆସିଥିବା ଅଭିଯୋଗରେ କୌଣସି ଦମ ନଥିବା ଜାଣିଛନ୍ତି ଦେଶବାସୀ । ଯେଉଁ ଶିଶୁଙ୍କୁ ସାହାଯ୍ୟ କରିଛି ସେମାନଙ୍କ ନିକଟରୁ କିଛି ଶିଖିଛି ଓ ନିଜକୁ ଦୃଢ କରିଛି ।

ଦୃଷ୍ଟିହୀନ ଶିଶୁଙ୍କ ସ୍କୁଲ, ମଦର ଟେରେସା ମିଶନ, ଅନାଥ ଆଶ୍ରମ, ବିଭିନ୍ନ ବିଭିନ୍ନ ଧାର୍ମିକ ସ୍ଥଳ, ହସ୍ପିଟାଲ ଓ ମନ୍ଦିରରେ ଥିବା ଭୋକିଲାଙ୍କ ପେଟକୁ ଦାନା ଯୋଗାଇଛି । ବର୍ଷବର୍ଷ ଧରି ଦେଶର ବିଭିନ୍ନ ଅଂଶରେ ପ୍ରଚାର କରିଛି । ଉତ୍ତର ପ୍ରଦେଶରେ ଅଧିକାଂଶ ବିକାଶମୂଳକ ପଦକ୍ଷେପ ନେଇଥିବା କହିଛନ୍ତି ରବର୍ଟ ।

ଦେଶର ବିପର୍ଯ୍ୟୟ ସମୟରେ ମଧ୍ୟ ସାହାଯ୍ୟ କରିବାକୁ ଭୁଲି ନାହିଁ । କେରଳ ଓ ନେପାଳ ବ୍ୟତୀତ ବିପର୍ଯ୍ୟୟ ସମୟରେ ସହାୟତାର ହାତ ବଢାଇଛି । ଏସବୁରୁ ମିଳିଛି ଆତ୍ମସନ୍ତୋଷ ଓ ଶିକ୍ଷଣୀୟ ପରିଭାଷା । ଦିଲ୍ଲୀ ଓ ରାଜ୍ୟସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜିରା ପାଇଁ ଧାଉଁଛି । ବିଗତ 8ଥର ଇଡିରେ ଜେରା କରାଯାଇଛି । ଆଇନର ସମ୍ମାନରେ ଏସବୁ କରୁଥିବା କହିଛନ୍ତି ରବର୍ଟ ।

undefined

AP Video Delivery Log - 1500 GMT News
Sunday, 24 February, 2019
Here is a roundup of Associated Press video content which has been sent to customers in the last hour. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-1457: Russia Nemtsov March AP Clients Only 4197755
Over 10,000 Russians march in memory of Nemtsov
AP-APTN-1455: Egypt May Brexit AP Clients Only 4197754
UK PM May: still possible to leave EU on 29 March
AP-APTN-1350: Vatican Survivor Anger AP Clients Only 4197747
Abuse survivor blasts Pope on lack of concrete plan
AP-APTN-1344: France Yellow Vests AP Clients Only 4197740
Yellow vests protest at Paris Starbucks over tax
AP-APTN-1334: Italy Carnival Angels AP Clients Only 4197743
Two angels fly over St Mark's Sq in carnival first
AP-APTN-1329: Austria Avalanche Rescuers AP Clients Only 4197741
Rescue operation after fatal Austria avalanche
AP-APTN-1307: Vatican Summit Reaction AP Clients Only 4197736
Mixed reax by abuse survivor to Vatican summit
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.