ETV Bharat / bharat

ଖାଇକୁ ଖସିଲା କାର, ପରିବାରର 6 ମୃତ

author img

By

Published : Feb 17, 2020, 5:44 PM IST

ଉତ୍ତରକାଶୀର ଗଙ୍ଗୋତ୍ରି ରାଜପଥରେ ସଡକ ଦୁର୍ଘଟଣା । ପ୍ରାୟ 300 ମିଟର ଖାଇ ତଳକୁ କାର ଖସିପଡି ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଏକ ଶିଶୁର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

road accident in uttarkash
ଫାଇଲ ଫଟୋ

ଡେରାଡୁନ: ଉତ୍ତର କାଶୀର ଗଙ୍ଗୋତ୍ରି ରାଜପଥରେ ସଡକ ଦୁର୍ଘଟଣା । ପ୍ରାୟ 300 ମିଟର ଘାଇ ତଳକୁ କାର ଖସିପଡି ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଏକ ଶିଶୁର ମୃତ୍ୟୁ ହୋଇଛି ।

ପ୍ରକାଶଥାଉକି, ଆଜି(ସୋମବାର) ନାଲୁପାନି ପାଖରେ ଏକ କାର ବ୍ୟାରିକେଟ ଭାଙ୍ଗି ଖାଇକୁ ଖସି ପଡିଥିଲା । ପରେ ଏସଡିଆରଏଫ ଓ ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଡିଏମ ଆଶିଷ ଚୌହାନ ଓ ଏସପି ପଙ୍କଜ ଭଟ୍ଟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ, ଜଣେ ମହିଳା ସମେତ 2 ପୁରୁଷ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.