ETV Bharat / bharat

ଦିଲ୍ଲୀ ଏମସକୁ ସ୍ଥାନାନ୍ତର ହେଲେ ଲାଲୁ ଯାଦବ

author img

By

Published : Jan 23, 2021, 10:17 PM IST

ଲାଲୁ ଯାଦବଙ୍କୁ ନିଆଗଲା ଦିଲ୍ଲୀ ଏମସ । ଏୟାର ଆମ୍ବୁଲାନ୍ସ ଯୋଗେ ରାଞ୍ଚି ରିମସରୁ ନୂଆଦିଲ୍ଲୀ ଏମସକୁ ଲାଲୁଙ୍କୁ ସ୍ଥାନାନ୍ତର କରାଯାଇଛି ।

RJD chief lalu prasad yadav admitted in delhi aiims
ଲାଲୁ ଯାଦବଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମସକୁ ସ୍ଥାନାନ୍ତର

ରାଞ୍ଚି: ଲାଲୁ ଯାଦବଙ୍କୁ ନିଆଗଲା ଏମସ ନୂଆଦିଲ୍ଲୀ । ଏୟାର ଆମ୍ବୁଲାନ୍ସ ଯୋଗେ ରାଞ୍ଚି ରିମସରୁ ନୂଆଦିଲ୍ଲୀ ଏମସକୁ ଲାଲୁଙ୍କୁ ସ୍ଥାନାନ୍ତର କରାଯାଇଛି ।

ବିହାର ପୂର୍ବତନ ମୁଖ୍ୟମନ୍ତ୍ର ତଥା ଆରଜେଡି ନେତା ଲାଲୁ ଯାଦବଙ୍କୁ ଝାଡଖଣ୍ଡ ରାଞ୍ଚି ରିମ୍ସରୁ ନୂଆଦିଲ୍ଲୀ ଏମସକୁ ସ୍ଥାନନ୍ତର କରାଯାଇଛି । ସୂଚନାଥାଉକି ଚାରା ଘଟାଲା ମାମଲାରେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲଦଣ୍ଡ ଭୋଗୁଛନ୍ତି । ବର୍ତ୍ତମାନ ତାଙ୍କ ସ୍ବସ୍ଥ୍ୟବସ୍ଥା ଭଲ ନଥିବା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ରାଞ୍ଚି ରିମସରେ ଭର୍ତ୍ତି ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.