ETV Bharat / bharat

ଖୁବଶୀଘ୍ର ବନ୍ଦ ହେବ ରିଟ୍ବିଟ ଫିଚର ! - ଲାଟେଷ୍ଟ ଟ୍ବିଟର ନ୍ୟୁଜ୍‌

ଫାଷ୍ଟେଷ୍ଟ ଗ୍ରୋଇଙ୍ଗ ସୋସିଆଲ ମିଡିଆ ଭିତରୁ ଗୋଟିଏ ହେଉଛି ଟ୍ବିଟର । ବର୍ତ୍ତମାନର ପୀଢି ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ । ହେଲେ ଏହି ଟ୍ବିଟରରେ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ରିଟ୍ବିଟର ଫିଚର ।

ଖୁବଶୀଘ୍ର ବନ୍ଦ ହୋଇପାରେ ରିଟ୍ବିଟ ଫିଚର
author img

By

Published : Nov 16, 2019, 12:00 AM IST

Updated : Nov 16, 2019, 4:46 PM IST

ହାଇଦ୍ରାବାଦ: ଫାଷ୍ଟେଷ୍ଟ ଗ୍ରୋଇଙ୍ଗ ସୋସିଆଲ ମିଡିଆ ଭିତରୁ ଗୋଟିଏ ହେଉଛି ଟ୍ବିଟର । ବର୍ତ୍ତମାନର ପୀଢି ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ । ନିଜ ସ୍ବର ଉତ୍ତୋଳନ କରିବାକୁ ହେଉ କିମ୍ବା କୌଣସି ବିଷୟ ପ୍ରତି ସମର୍ଥନ, ପ୍ରତିଟି ପାଇଁ ଏବେ ଯୁବପୀଢିଙ୍କ ପ୍ରଥମ ପସନ୍ଦ ପାଲଟିଛି ଟ୍ବିଟର । ହେଲେ ଏହି ଟ୍ବିଟରରେ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ରିଟ୍ବିଟର ଫିଚର ।

ନିକଟରେ ଟ୍ବିଟର ଅଫିସିଆଲଙ୍କ ଦ୍ବାରା ହୋଇଥିବା ଏକ ଘୋଷଣାରୁ ଜଣାପଡିଛି କି 2020ରେ ଟ୍ବିଟରରେ କେତେକ ନୂଆ ଫିଚର ଯୋଡି ହେବାକୁ ଯାଉଛି । ରିଟ୍ବିଟ ବନ୍ଦ କରିବାର ଏହା ଏକ ବିକଳ୍ପ ବୋଲି କୁହାଯାଇପାରେ । ଦିନକୁ ଦିନ ବଢୁଥିବା ସାଇବର କ୍ରାଇମକୁ ରୋକିବା ପାଇଁ ଏହା ଏକ ଉପାୟ ମାତ୍ର । ଟ୍ବିଟରର ଭାଇସ ପ୍ରେସିଡେଣ୍ଟ ଡେଣ୍ଟଲି ଡେଭିସଙ୍କ କହିବା ମୁତାବକ ଟ୍ବିଟର ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ପାଇଁ ଟ୍ବିଟକୁ ଭାଇରାଲ କରିବା ରୋକିବା ପାଇଁ ଏହା ଏକ ବିକଳ୍ପ ଭାବେ ଆକଳନ କରାଯାଇପାରେ ।

ତେଣୁ ଖୁବଶୀଘ୍ର ରିଟ୍ବିଟ ଫିଚରକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇପାରେ । ପ୍ରତିବଦଳରେ ସାଇଟରେ କିଛି ନୂଆ ଫିଚର ଯୋଡି ହେବା ନେଇ ଇସାରା କରିଛନ୍ତି ଅଫିସିଆଲ ।

Intro:Body:

BLANK FOR LINK  

Conclusion:
Last Updated : Nov 16, 2019, 4:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.