ETV Bharat / bharat

କଂଗ୍ରସ ଛାଡିଲେ କର୍ଣ୍ଣାଟକ ବିଧାୟକ

ଦଳକୁ ଘାରିଛି ଇସ୍ତଫା ଚିନ୍ତା । ପୁଣି କଂଗ୍ରେସ ଛାଡ଼ିଲେ ଆଉ ଜଣେ ବିଧାୟକ । ସଙ୍କଟରେ ସରକାର ।

ଫଟୋ ସୌଜନ୍ଯ: ଏଏନ୍ଆଇ
author img

By

Published : Jul 2, 2019, 1:40 PM IST

ବେଙ୍ଗାଲୁର: କାଲି ଛାଡ଼ିଥିଲେ ଦୁଇ । ପୁଣି ଆଜି ଜଣେ । କର୍ଣ୍ଣାଟକ କଂଗ୍ରେସରେ ଯେମିତି ବୋହୁଛି ଇସ୍ତଫା ଝଡ଼ । ଦଳରୁ ଜଣେ ପରେ ଜଣେ ବିଧାୟକ ଦେଇ ଚାଲିଛନ୍ତି ଇସ୍ତଫା । ସୋମବାର ଆନନ୍ଦ ସିଂହ ଏବଂ ରମେଶ ଜାରକିହିଲୀ ଦଳ ଛାଡ଼ିଥିବା ବେଳେ ଆଜି ବିଧାୟକ ଏସ୍ ରାମପ୍ପା ଦେଇଛନ୍ତି ଇସ୍ତଫା ।

ଏପରି ଇସ୍ତଫା ପର୍ବ ଯଦି ଲାଗି ରହେ ତେବେ କୁମାରସ୍ବାମୀଙ୍କ ସରକାରର ଗାଦି ବଦଳିବାର ଆଶଙ୍କା ଅବଶ୍ୟମ୍ଭାବୀ । ଦଳ ଛାଡ଼ିବା ପରେ ସେ କହିଛନ୍ତି କୁମାରସ୍ବାମୀଙ୍କ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ଦରକାର । ତେଣୁ ତାଙ୍କ ସ୍ଥାନରେ ଅନ୍ଯ କେହି ମୁଖ୍ୟମନ୍ତ୍ରୀ ହେଲେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

Intro:Body:

sdfsf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.