ETV Bharat / bharat

ପାଣି ଟୋପାଏ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଚିଲ୍ଲା ଗ୍ରାମବାସୀ - coronavirus effect

ପାଣି ଟୋପାଏ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଚିଲ୍ଲା ଗ୍ରାମବାସୀ । ଅତି କମରେ 2-3 ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଅଧିକ ପଢନ୍ତୁ...

Residents of Delhi's Chilla village wait for hours to collect water from DJB tankers
ପାଣି ଟୋପାଏ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଚିଲ୍ଲା ଗ୍ରାମବାସୀ
author img

By

Published : Apr 19, 2020, 12:41 AM IST

ନୂଆଦିଲ୍ଲୀ : ଦିଲ୍ଲୀର ଚିଲା ଗାଁର ବାସିନ୍ଦା ଦିଲ୍ଲୀ ଡିଜେବି ଟ୍ୟାଙ୍କର୍‌ରୁ ପାଣି ସଂଗ୍ରହ କରିବାକୁ ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି । ଟ୍ୟାଙ୍କର ଆସିବାର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ ।

ଏଠାରେ ପାଣି ଅଭାବ ହେତୁ ପାନୀୟ ଜଳ ସଂଗ୍ରହ କରିବାକୁ ଆମକୁ ଅତି କମରେ 2-3 ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ୱାଟର ଟ୍ୟାଙ୍କର୍ 3-4 ଦିନରେ ଥରେ ଆସେ । ମୁଁ ସକାଳ 8:30 ଠାରୁ ଏଠାରେ ଅପେକ୍ଷା କରିଛି ବୋଲି କହିଛନ୍ତି ଜଣେ ବ୍ୟକ୍ତି ।

ଲୋକମାନେ ସାମାଜିକ ଦୂରତା ରଖି ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଦେଶକୁ ମେ 3 ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି ସରକାର ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.