ETV Bharat / bharat

ଶସ୍ତା ହେବ କ୍ୟାନସର ଔଷଧ

ଶସ୍ତା ହେବ କ୍ୟାନସର ଔଷଧ। ଏନେଇ ବୁଧବାର ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ(NPA) ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

author img

By

Published : Feb 28, 2019, 11:03 AM IST

Updated : Feb 28, 2019, 11:34 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଶସ୍ତା ହେବ କ୍ୟାନସର ଔଷଧ । କ୍ୟାନସର ରୋଗକୁ ମୁକାବିଲା କରିବା ପାଇଁ ବଜାରରେ ମିଳୁଥିବା ଔଷଧର ଦର ନିୟନ୍ତ୍ରଣ ହେବ । ଏନେଇ ବୁଧବାର ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ(NPA) ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ବଜାରରେ ଉପଲବ୍ଧ ଥିବା ପ୍ରାୟ 42 ପ୍ରକାର ଔଷଧର ଦର ଶସ୍ତା ହେବ ।

ଏନପିଏ କ୍ୟାନସର, ମଧୁମେହ, ରକ୍ତଚାପ, ସଂକ୍ରମଣ, ଦେହର ପୀଡା ସହିତ 36 ପ୍ରକାର ଔଷଧର ଦର ନିୟନ୍ତ୍ରଣ ପାଇଁ ଆଦେଶ ଦେଇଛନ୍ତି । ତେବେ ଆସନ୍ତା 8 ତାରିଖରୁ ନୂଆ ଦର ଲାଗୁ ହେବ । ବଜାରରେ ନୂତନ ଦରର ଔଷଧ ଉପଲବ୍ଧ କରିବା ପାଇଁ ସରକାର ଔଷଧ ନିର୍ମାତା କମ୍ପାନୀ ଗୁଡିକୁ 7 ଦିନର ସମୟ ଦେଇଛନ୍ତି । ଏଥିସହ ଏହାର ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦେଶରୁ ଅନେକ ଲୋକ ବର୍ତ୍ତମାନ କ୍ୟାନସର ରୋଗରେ ପୀଡିତ । ତେଣୁ କ୍ୟାନସର ଔଷଧ ନିର୍ମାତା କମ୍ପାନୀ ଗୁଡିକ ଔଷଧ ଗୁଡିକୁ ଚଢା ଦରରେ ବିକ୍ରି କରୁଛନ୍ତି । ଯାହା ଫଳରେ ସାଧାରଣଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

SLUG-BJP PROGRAMME
 AVO-MRUTYUNJAY SENAPATI,MAYURBHANJ
 DATE-27.02.2019
 ANCHOR- ୨୦୧୯ ନିର୍ବାଚନ ଯେତେ ପାଖେଇ ଅସୁଛି ସବୁ ଦଳ ର ନିର୍ବାଚନ ପାଇଁ ସେତିକି ତତ୍ପରତା ଦେଖିବାକୁ ମିଳୁଛି - ଆଜି କେନ୍ଦ୍ର ସଡକ , ପରିବହନ ଓ ରାଜପଥ , ଜାହାଜ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ଲକ୍ଷ୍ମଣ ଭାଇ ମାଣ୍ଡଭିୟା ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଜେପି ର ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇଛନ୍ତି -ପାଗ ଖରାପ ପାଇଁ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲକ୍ଷ୍ମଣ ଭାଇ ମାଣ୍ଡଭିୟା ଦିନ ୨-୪୦ ମିନିଟ ସମୟରେ ହେଲିକେପ୍ଟର ଯୋଗେ ମାଣିତ୍ରି ଠାରେ ଥିବା ବଙ୍ଗଳା ପଡିଆରେ ଅବତାରଣା କରି ସମାବେଶ ରେ ଯୋଗଦେଇଥିଲେ- ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ମାଣତ୍ରୀ ଠାରେ ବିଜେପି ବିଜୟ ସଂକଳ୍ପ ସମାବେଆହାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଷ୍ଟ୍ରମନ୍ତ୍ରୀ ମନସୁଖ ଲକ୍ଷ୍ମଣ ଭାଇ ମାଣ୍ଡଭିୟା- ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବସି ଙ୍କ ସହ ଅଛନ୍ତି ଏବଂ ଭାରତ ବାୟୁସେନା ର ସର୍ଜିକାଲ ଷ୍ଟ୍ରକକ କରି ଉଚିତ ଜାବାଜ ଦେଇଛନ୍ତି ପାକିସ୍ଥାନ କୁ - ଏହି ବିଜୟ ସଂକଳ୍ପ ସମାବେଶ ରେ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲକ୍ଷ୍ମଣ ଭାଇ ମାଣ୍ଡଭିୟା ଙ୍କ ସହ ବିଜେପି ର ଲେଖାଶ୍ରୀ ସାମନ୍ତରାୟ , ବିଜେପି ମୟୁରଭଞ୍ଜ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର , ଓଡ଼ିଆ ସିନେ ଜଗତର ଅଭିନେତା ଶ୍ରୀତମ ପ୍ରମୁଖ ଯୋଗଦେଇଥିଲେ-
Last Updated : Feb 28, 2019, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.