ETV Bharat / bharat

ତିନି ତଲାକ୍‌ ବିଲ୍‌ ରାଜ୍ୟସଭାରେ ପାରିତ: ଜାଣନ୍ତୁ କ'ଣ କହୁଛନ୍ତି ରାଜନେତା ?

author img

By

Published : Jul 30, 2019, 10:30 PM IST

ତିନି ତଲାକ ବିଲ୍ ରାଜ୍ୟସଭାରେ ପାରିତ ହେବା ପରେ ବିଭିନ୍ନ ମହଲରୁ ଏନେଇ ପ୍ରତିକ୍ରିୟା ଆସୁଛି । ତିନି ତଲାକ ବିଲ୍‌ ସମାଜରେ ସମାନତା ଆଣିବ । ମୁସଲିମ ମହିଳାଙ୍କ ସହ ହେଉଥିବା ଅନ୍ୟାୟକୁ ରୋକିବ ବୋଲି ମୋଦି କହିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହୋଇଯାଇଛି ବହୁ ପ୍ରତିକ୍ଷୀତ ତିନି ତଲାକ୍‌ ବିଲ । ରାଷ୍ଟ୍ରପତିଙ୍କ ମୋହର ପରେ ଖୁବ୍‌ ଶୀଘ୍ର ଏହା ଆଇନ୍‌ରେ ପରିଣତ ହେବ । ତେବେ ଏହାକୁ ନେଇ ଏବେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି । ପ୍ରଧାନମନ୍ତ୍ରୀ ମୋଦି ଏନେଇ ଟ୍ବିଟ କରି କହିଛନ୍ତି, ଆଜି ଭାରତ ପାଇଁ ଖୁସିର ଦିନ । ତିନି ତଲାକ ବିଲ୍‌ ସମାଜରେ ସମାନତା ଆଣିବ । ମୁସଲିମ ମହିଳାଙ୍କ ସହ ହେଉଥିବା ଅନ୍ୟାୟକୁ ରୋକିବ ।

modi
ଫଟୋ ସୌଜନ୍ୟ: ଟ୍ବିଟର@@narendramodi

ସେହିପରି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁସଲମାନ ମହିଳାଙ୍କ ପାଇଁ ଆଜି ଐତିହାସିକ ଦିନ ବୋଲି କହିଛନ୍ତି । ଉଭୟ ସଦନ ମୁଲମାନ ମହିଳାଙ୍କୁ ନ୍ୟାୟ ଦେଇଛି । ନୂଆ ଭାରତ ଗଠନ ଦିଗରେ ଏହା ମୂଳଦୁଆ ବୋଲି ସେ କହିଛନ୍ତି ।

amit shah
ଫଟୋ ସୌଜନ୍ୟ: ଟ୍ବିଟର@ANI

ଭାରତୀୟ ଗଣତନ୍ତ୍ର ପାଇଁ ଆଜି ଏକ ବଡ ଦିନ ବୋଲି ଗୃହମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ବିଲ୍‌କୁ ସମର୍ଥନ ଦେଇଥିବା ଦଳଙ୍କୁ ଧନ୍ୟବାଦ୍‌ ଦେଇଛନ୍ତି ।

ravi shankar
ଫଟୋ ସୌଜନ୍ୟ: ଟ୍ବିଟର@ANI

ତେବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାରୁ ନେଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ମହିଳା ଶସକ୍ତିକରଣ ଉପରେ ବଡ ବଡ କଥା କହୁଥିବା ଲୋକେ ଲୋକସଭା ଏବଂ ରାଜ୍ୟସଭାରେ ତିନି ତଲାକ୍‌ ବିଲ୍‌ (ମହିଳାଙ୍କ ସମ୍ମାନର ପ୍ରତିକ)କୁ ବିରୋଧ କରିଥିଲେ ବୋଲି ସେ କହିଛନ୍ତି ।

yogi adityanath
ଫଟୋ ସୌଜନ୍ୟ: ଟ୍ବିଟର@ANI

ସେପଟେ କଂଗ୍ରେସ ନେତା ରାଜ ବବ୍ବର ଏହାକୁ ଐତିହାସିକ ଭୁଲ ବୋଲି କହିଛନ୍ତି ।

raj babbar

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.