ETV Bharat / bharat

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋରୋନା ପଜିଟିଭ ଚିହ୍ନଟ - RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ଶକ୍ତିକାନ୍ତ । ଅଧିକ ପଢନ୍ତୁ...

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋରୋନା ପଜିଟିଭ ଚିହ୍ନଟ

author img

By

Published : Oct 25, 2020, 7:19 PM IST

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଶାସନ ଗାଦିରେ ବସିଥିବା ନେତାମନ୍ତ୍ରୀ ଓ ପ୍ରଶାସନ ଅଧିକାରୀ ମଧ୍ୟ କୋରୋନା କବଳରେ କବଳିତ ହୋଇଛନ୍ତି । ଏହି ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ଶକ୍ତିକାନ୍ତ ।

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋରୋନା ପଜିଟିଭ ଚିହ୍ନଟ
RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋରୋନା ପଜିଟିଭ ଚିହ୍ନଟ

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟ୍ବିଟ କରି ଲେଖିଛନ୍ତି, ମୁଁ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ହେଲେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ । ତେବେ ଯେଉଁମାନେ ତାଙ୍କ ସଂସ୍ପର୍ଷରେ ଆସିଛନ୍ତି ସେମାନଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ଶକ୍ତିକାନ୍ତ ।

ଶକ୍ତିକାନ୍ତ ଆହୁରି ମଧ୍ୟ କହିଛନ୍ତି, ଆଇସୋଲେସରେ ଥାଇ ମଧ୍ୟ ସେ ନିଜର କାର୍ଯ୍ୟ ଜାରି ରଖିବେ । ଆରବିଆଇ କାର୍ଯ୍ୟ ସୁରୁଖୁରୁରେ ଚାଲିବ । ଡେପୁଟି ଗଭର୍ଣ୍ଣର ଏବଂ ଅନ୍ୟ ଅଧିକାରୀଙ୍କ ସହ ଭିସି ଓ ଫୋନ ଜରିଆରେ ଯୋଗାଯୋଗ ରଖିଥିବା ଶକ୍ତିକାନ୍ତ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.