ETV Bharat / bharat

ନେତାଙ୍କ ଗୁହାରୀ: ମୂଷାଙ୍କ ଠାରୁ ବଞ୍ଚାଅ ଇଭିଏମ - ମୂଷା

ଲୋକସଭା ସିଟରୁ ଏସପି-ବିଏସପି ସମର୍ଥିତ ରାଷ୍ଟ୍ରୀୟ ଲୋକଦଳର ପ୍ରାର୍ଥୀ କୁଅଁର ନରେନ୍ଦ୍ର ସିଂହଙ୍କୁ ଘାରିଛି ଇଭିଏମ ସୁରକ୍ଷା ଚିନ୍ତା । ଭୋଟ ଗଣତି ପୂର୍ବରୁ ଇଭିଏମକୁ ମୂଷାଙ୍କ ପ୍ରତି ବିପଦ ଥିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Apr 28, 2019, 3:24 PM IST

ମଥୁରା: ଉତ୍ତରପ୍ରଦେଶ ମଥୁରାରେ ଇଭିଏମ ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ । ଲୋକସଭା ସିଟରୁ ଏସପି-ବିଏସପି ସମର୍ଥିତ ରାଷ୍ଟ୍ରୀୟ ଲୋକଦଳର ପ୍ରାର୍ଥୀ କୁଅଁର ନରେନ୍ଦ୍ର ସିଂହଙ୍କୁ ଘାରିଛି ଇଭିଏମ ସୁରକ୍ଷା ଚିନ୍ତା । ଭୋଟ ଗଣତି ପୂର୍ବରୁ ଇଭିଏମକୁ ମୂଷାଙ୍କ ପ୍ରତି ବିପଦ ଥିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ।

ଏହାକୁ ନେଇ ନରେନ୍ଦ୍ର ସିଂହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି ଯେ, କୃଷି ଉତ୍ପାଦନ ମଣ୍ଡି ପରିସର ନିକଟରେ ଇଭିଏମ ରଖାଯାଇଥିବା ସ୍ଥାନ ରହିଛି । ଯେଉଁଠି ମୂଷାଙ୍କ ଉତ୍ପାତ ରହିଛି । ଆଉ ସେହି ସ୍ଥାନରେ ଇଭିଏମ ରଖାଯିବା କାରଣରୁ ମୂଷାମାନେ ଇଭିଏମକୁ କ୍ଷତି ପହଞ୍ଚାଇବାର ଭୟ ରହିଛି ।

ମଥୁରାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଛି । ଏଠାରେ ବିଜେପି ପକ୍ଷରୁ ବଲିଉଡ ଅଭିନେତ୍ରୀ ଡ୍ରିମଗାର୍ଲ ହେମାମାଲିନୀ ପୁଣି ମଇଦାନକୁ ଓହ୍ଲାଇଛନ୍ତି । ଗଠବନ୍ଧନର ପ୍ରାର୍ଥୀ ନରେନ୍ଦ୍ର ସିଂହ ଏବଂ କଂଗ୍ରେସ ପକ୍ଷରୁ ମହେଶ ପାଠକ ନିର୍ବାଚନ ମଇଦାରେ ପ୍ରତିନ୍ଦ୍ୱନ୍ଦୀ ହୋଇ ଠିଆ ହୋଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.