ETV Bharat / bharat

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ପ୍ରାର୍ଥୀ ପତ୍ର ଦାଖଲ କଲେ ମନୋଜ ଝା

ଆସନ୍ତା 14 ତାରିଖରେ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ। ଏନେଇ ଆଜି ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରୀୟ ଜନତାଦଳ (ଆରଜେଡି)ର ମନୋଜ ଝା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମନୋଜଙ୍କୁ 12 ବିରୋଧୀ ଦଳଙ୍କ ସମର୍ଥନ ଥିବା ଜଣାପଡିଛି।

ରାଜ୍ୟସଭା ଉପାଧକ୍ଷ ନିର୍ବାଚନ, ପ୍ରାର୍ଥୀ ପତ୍ର ଦାଖଲ କଲେ ମନୋଜ ଝା

author img

By

Published : Sep 11, 2020, 12:32 PM IST

ନୂଆଦିଲ୍ଲୀ: ଆସନ୍ତା 14 ତାରିଖରେ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଏନେଇ ଆଜି ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରୀୟ ଜନତାଦଳ (ଆରଜେଡି)ର ମନୋଜ ଝା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମନୋଜଙ୍କୁ 12 ବିରୋଧୀ ଦଳଙ୍କ ସମର୍ଥନ ଥିବା ଜଣାପଡିଛି।

ସେହିଦଳ ଗୁଡିକ ହେଲେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ଏନସିପି,ଡିଏମକେ,ଶିବସେନା, ଜେଏମଏମ,କେରଳ କଂଗ୍ରେସ,କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ଏମ), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ ମୁସଲିମ ଲିଗ୍ ।

ଅନ୍ୟପଟେ ଏନଡିଏ ପକ୍ଷରୁ ଜେଡିଏମର ସାଂସଦ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ। ତେବେ ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନାରାୟଣ ସିଂହଙ୍କ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଫୋନ କରି ବିଜେଡିର ସମର୍ଥନ ଲୋଡି ଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.