ETV Bharat / bharat

ସିଏଏ ବିରୋଧରେ ଗର୍ଜିଲେ ଆଜମ୍ ଖାନ୍ - ajam khann caa protest

ନାଗରିକତା ସଂଶୋଧନ ଆଇନ ନିଆଁରେ ସାରା ଦେଶ ଜଳିବାରେ ଲାଗିଛି। ଗତକାଲି ଦିଲ୍ଲୀ ପରେ ଉତ୍ତର ପ୍ରଦେଶରେ ମଧ୍ୟ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା। ସେହିପରି ଗୁରୁବାର ରାମପୁର ସାଂସଦ ତଥା ସମାଜବାଦ ପାର୍ଟି ନେତା ଆଜମ ଖାନ୍ ମଧ୍ୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କରିଥିଲେ।

protest
ଫାଇଲ ଫଟୋ
author img

By

Published : Dec 20, 2019, 9:40 AM IST

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ ନିଆଁରେ ସାରା ଦେଶ ଜଳିବାରେ ଲାଗିଛି। ଗତକାଲି ଦିଲ୍ଲୀ ପରେ ଉତ୍ତର ପ୍ରଦେଶରେ ମଧ୍ୟ ପ୍ରବଳ ମାତ୍ରାରେ ବିରୋଧ ଦେଖିବାକୁ ମିଳିଥିଲା। ସେହିପରି ଗୁରୁବାର ରାମପୁର ସାଂସଦ ତଥା ସମାଜବାଦ ପାର୍ଟି ନେତା ଆଜମ ଖାନ୍ ମଧ୍ୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କରିଥିଲେ।

ଏହା ପୂର୍ବରୁ ରାମପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନ ପାଇଁ ତାଙ୍କୁ ଅନୁମତି ନମିଳିବାରୁ ସେ ରାଗିଯାଇ ନିଜ ପାର୍ଟି କାର୍ଯ୍ୟାଳୟର ଛାତ ଉପରେ ଚଢି ବିରୋଧ ପ୍ରଦର୍ଶନ କରିଥିଲେ। ଏହାସହ ସେ କହିଥିଲେ ଧାରା 144 ଜାରି କରିବାର ଅର୍ଥ ଏହା ନୁହେଁ ଯେ ରାଜନୀତିକ କାର୍ଯ୍ୟକ୍ରମକୁ ରୋକାଯିବ।

ଏଥିସହ ସେ ବିରୋଧ ପ୍ରଦର୍ଶନ ପରେ କହିଥିଲେ, ଦେଶ ବହୁ ପ୍ରଶ୍ନ ଘେର ମଧ୍ୟରେ ରହିଛି। ଏଥିସହ ମେଘାଳୟ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଦେଶର ସ୍ଥିତି କାହାକୁ ଅଛପା ନାହିଁ। ଏହାଛଡା ସ୍ବାଧୀନତା ମଣିଷର ଜନ୍ମଗତ ଅଧିକାର।ଯେଉଁଥି ପାଇଁ ସମ୍ପୂର୍ଣ୍ଣ ଦେଶ ଏବେ ବିଚଳିତ ହେଉଛି ବୋଲି ସେ କହିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.