ETV Bharat / bharat

କେନ୍ଦ୍ରମନ୍ତ୍ରୀ ରାମ ଭିଳାଶ ପାସୱାନ ମେଡିକାଲରେ ଭର୍ତ୍ତି - ରାମ ଭିଳାଶ ପାସୱାନ ଅସୁସ୍ଥ

ମେଡିକାଲରେ ଭର୍ତ୍ତି ହେଲେ କେନ୍ଦ୍ର ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ ରାମ ଭିଳାଶ ପାସୱାନ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମନ୍ତ୍ରୀ ରାମ ଭିଳାଶ ପାସୱାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମ ଭିଳାଶ ପାସୱାନ ନିଜେ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ରାମ ଭିଳାଶ ପାସୱାନ ମେଡିକାଲରେ ଭର୍ତ୍ତି

author img

By

Published : Sep 11, 2020, 11:37 AM IST

ନୂଆଦିଲ୍ଲୀ: ମେଡିକାଲରେ ଭର୍ତ୍ତି ହେଲେ କେନ୍ଦ୍ର ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ ରାମ ଭିଳାଶ ପାସୱାନ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମନ୍ତ୍ରୀ ରାମ ଭିଳାଶ ପାସୱାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମ ଭିଳାଶ ପାସୱାନ ନିଜେ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ରାମ ଭିଳାଶ ପାସୱାନ ମେଡିକାଲରେ ଭର୍ତ୍ତି
କେନ୍ଦ୍ରମନ୍ତ୍ରୀ ରାମ ଭିଳାଶ ପାସୱାନ ମେଡିକାଲରେ ଭର୍ତ୍ତି

ସେ ଟ୍ୱିଟ କରି କହିଛନ୍ତି, ମୋ ସ୍ବାସ୍ଥ୍ୟ ଖରାପ ହେବା ନେଇ ଯେବେ ଚିରାଗକୁ ଅନୁଭବ ହେଲା ତା କହିବା ଅନୁଯାୟୀ, ମୁଁ ଏକ ଡାକ୍ତରଖାନା ଯାଇ ଚିକିତ୍ସା କରୁଥିଲି । ମୁଁ ବର୍ତ୍ତମାନ ଖୁସି ଯେ ଏଭଳି ସମୟରେ ମୋ ପୁଅ ଚିରାଗ ମୋ ସହିତ ରହି ଯଥାସମ୍ଭବ ମୋର ସେବା କରୁଛି । ମୋ ସେବା ସହ ପାର୍ଟି ଦାୟିତ୍ବ ମଧ୍ୟ ସେ ଯଥାସମ୍ଭବ କରୁଛି’ । ତେବେ ମନ୍ତ୍ରୀ ଏହିପରି ତିନୋଟି ଟ୍ବିଟ ଜରିଆରେ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.