ETV Bharat / bharat

CAA ଓ NRCକୁ ନାଗପୁରରେ ବିପୁଳ ସମର୍ଥନ - CAA ଓ NRC କୁ ବିରୋଧ

ଦେଶରେ ବିଶେଷ କରି ଉତ୍ତରାପୂର୍ବାଞ୍ଚଳମାନଙ୍କରେ CAA ଓ NRCକୁ ବିରୋଧ କରି ଜଳୁଛି ପ୍ରତିବାଦର ବହ୍ନି । ଅନ୍ୟପଟେ 500 ମିଟରର ଜାତୀୟ ପତାକା ଧରି ଏହି ଆଇନକୁ ବିପୁଳମାତ୍ରାରେ ସମର୍ଥନ କରି ରାଲି କରିଛନ୍ତି ନାଗପୁର ଲୋକେ । ଅଧିକ ଖବର ପଢନ୍ତୁ...

CAA ଓ NRCକୁ ନାଗପୁରରେ ବିପୁଳ ସମର୍ଥନ
CAA ଓ NRCକୁ ନାଗପୁରରେ ବିପୁଳ ସମର୍ଥନ
author img

By

Published : Dec 22, 2019, 11:58 AM IST

Updated : Dec 22, 2019, 12:27 PM IST

ମୁମ୍ବାଇ: ଦେଶରେ ବିଶେଷ କରି ଉତ୍ତରାପୂର୍ବାଞ୍ଚଳ ମାନଙ୍କରେ CAA ଓ NRC କୁ ବିରୋଧ କରି ଜଳୁଛି ପ୍ରତିବାଦର ବହ୍ନି । ଜଳାପୋଡା ସହ ସରକାରୀ, ବେସରକାରୀ ସମ୍ପତ୍ତି ନଷ୍ଟ କରୁଛନ୍ତି ପ୍ରତିବାଦକାରୀ । ଅନ୍ୟପଟେ ପ୍ରତିବାଦକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ ମଧ୍ୟ ବିହିତ ପଦକ୍ଷେପ ନେଉଛି । ସେହିଭଳି ଏହି ପ୍ରତିବାଦକୁ ପ୍ରତିହତ କରି ନାଗରିକତା ସଂଶୋଧନ ଆଇନକୁ ନାଗପୁରରେ ମିଳିଛି ସମର୍ଥନ ।

CAA ଓ NRCକୁ ନାଗପୁରରେ ବିପୁଳ ସମର୍ଥନ

500 ମିଟରର ଜାତୀୟ ପତାକା ଧରି ରାଲି କରିଛନ୍ତି ଲୋକ ଅଧିକାର ମଞ୍ଚ, ବିଜେପି, ଆରଏସଏସ ଓ ଭିଏଚପି, ଏବିଭିପି ସହ ଅନ୍ୟ ସଂସ୍ଥା । ଏହି ରାଲିରେ ଜନ ସମୁଦ୍ର ଦେଖିବାକୁ ମିଳିଥିବା ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏହି ରାଲିରେ ସାମିଲ ହୋଇଛନ୍ତି ।

sample description
Last Updated : Dec 22, 2019, 12:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.