ETV Bharat / bharat

ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ

ରାଜ୍ୟରେ 3ଟି ଜିଲ୍ଲାର 6ଟି ରାଜ୍ୟସଭା ସିଟ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି(ମଙ୍ଗଳବାର) ଶେଷ ଦିନ । ଜୁନ 26 ତାରିଖ ନାମାଙ୍କନପତ୍ର ଯାଞ୍ଚ ଓ ଜୁନ 28 ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାର ହେବ।

author img

By

Published : Jun 25, 2019, 11:29 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିହାର, ଓଡିଶା ଓ ଗୁଜୁରାଟରେ ଖାଲି ହୋଇଥିବା ରାଜ୍ୟସଭାର 6ଟି ସିଟରେ ହେବାକୁ ଥିବା ଉପନିର୍ବଚନ ପାଇଁ ନାମଙ୍କନ ପତ୍ର ଦାଖଲର ମଙ୍ଗଳବାର ଶେଷ ଦିନ ।

ଖାଲି ପଡିଥିବା 6ଟି ସିଟ ମଧ୍ୟରୁ ବିହାରର ଗୋଟିଏ, ଗୁଜୁରାଟର 2ଟି ଓ ଓଡିଶାର 3ଟି ସିଟ ରହିଛି । କେନ୍ଦ୍ରୀୟ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଗୁଜୁରାଟରୁ ପ୍ରାର୍ଥୀ ହେବା ନେଇ ଜଣାପଡିଛି ।

ଜୁନ 26 ତାରିଖ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବା ବେଳେ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଜୁନ 28 ତାରିଖ ଧାର୍ୟ୍ୟ କରାଯାଇଛି । ଅନ୍ୟପକ୍ଷରେ ଜୁଲାଇ 5 ତାରିଖ ସକାଳ 9ଟାରୁ ସଂଧ୍ୟା 4ଟା ପର୍ଯ୍ୟନ୍ତ ମତଦାନ ହେବା ସହ ସଂଧ୍ୟା 5ଟାରେ ଗଣତି ହେବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.