ETV Bharat / bharat

ଦୁଇ ଦିନିଆ ତାସକେଣ୍ଟ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ - ଦୁଇ ଦିନିଆ ତାସକେଣ୍ଟ ଗସ୍ତରେ ରାଜନାଥ ସିଂ

ସଂଘାଇ ସହଯୋଗ ସଙ୍ଗଠନ(ଏସସିଓ) ସମ୍ମିଳନୀରେ ଯୋଗ ଦେବାପାଇଁ ଶୁକ୍ରବାର ଠାରୁ ଦୁଇ ଦିନିଆ ତାସକେଣ୍ଟ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏନେଇ ସେ ନିଜେ ଟ୍ବିଟର ମାଧ୍ୟମରେ ଜଣାଇଛନ୍ତି।

ଫାଇଲ ଫଟୋ
author img

By

Published : Nov 1, 2019, 12:57 PM IST

ନୂଆଦିଲ୍ଲୀ: ସଂଘାଇ ସହଯୋଗ ସଙ୍ଗଠନ(ଏସସିଓ) ସମ୍ମିଳନୀରେ ଯୋଗ ଦେବା ପାଇଁ ଶୁକ୍ରବାର ଠାରୁ ଦୁଇ ଦିନିଆ ତାସକେଣ୍ଟ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଗସ୍ତ ସମ୍ପର୍କରେ ସେ ଟ୍ବିଟର ମାଧ୍ୟମରେ ଜଣାଇଛନ୍ତି। କେନ୍ଦ୍ର ଏସୀୟ ଦେଶ ଉଜବେକିସ୍ଥାନର ରାଜଧାନୀ ତାସକେଣ୍ଟ ଠାରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ପ୍ରତିରକ୍ଷା ମନ୍ତ୍ରୀ। ଏହା ସହିତ ସେଠାରେ ସେ ନିଜର ପ୍ରତିପକ୍ଷ ମେଜର ଜେନେରାଲ ନିଜାମୋଭିଚ୍ଙ୍କୁ ଭେଟି ପ୍ରତିରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ।

rajnath singh
ଫଟୋ ସୌଜନ୍ୟ: @rajnathsingh

Intro:Body:

dgr

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.