ETV Bharat / bharat

ରାଜସ୍ଥାନ ରାଜନୈତିକ ସଂକଟ: ବିଜେପି ବିଧାୟକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ବିରୋଧୀଦଳ ନେତା - ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ବିରୋଧୀଦଳ ନେତା

ରାଜସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବିଜେପି ବିଧାୟକ ମାନଙ୍କୁ ସତର୍କ ରହିବାକୁ ବିରୋଧୀଦଳ ନେତା ଗୁଲାବଚାନ୍ଦ କାଟାରିଆ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ଯେକୌଣସି ମୁହୂର୍ତ୍ତରେ ଜୟପୁର ଆସିବାକୁ ପ୍ରସ୍ତୁତ ରହିବାକୁ ସେ ବିଧାୟକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୈତିକ ସଂକଟ: ବିଜେପି ବିଧାୟକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ବିରୋଧୀଦଳ ନେତା

author img

By

Published : Jul 13, 2020, 6:48 PM IST

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବିଜେପି ବିଧାୟକ ମାନଙ୍କୁ ସତର୍କ ରହିବାକୁ ବିରୋଧୀଦଳ ନେତା ଗୁଲାବଚାନ୍ଦ କାଟାରିଆ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ଯେକୌଣସି ମୁହୂର୍ତ୍ତରେ ଜୟପୁର ଆସିବାକୁ ପ୍ରସ୍ତୁତ ରହିବାକୁ ସେ ବିଧାୟକ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜସ୍ଥାନ ରାଜନୈତିକ ସଂକଟ: ବିଜେପି ବିଧାୟକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ବିରୋଧୀଦଳ ନେତା

କଂଗ୍ରେସ ଦଳରେ ଚାଲିଥିବା ରାଜନୈତିକ ଦ୍ବନ୍ଦ୍ବ ଉପରେ ବିଜେପି ନଜର ରଖିଛି । ତେଣୁ ଦଳ ଏବେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କୁ ଟାର୍ଗେଟ କରିଛି । ଯେଉଁମାନେ କଂଗ୍ରେସ ବିଧାୟକ ଦଳ ବୈଠକରେ ଭାଗ ନେଇ ନଥିଲେ ।

ସେହିଭଳି ବିଦ୍ରୋହୀ ସଚିନ ପାଇଲଟଙ୍କ ପରବର୍ତ୍ତୀ ନଜର ବିଜେପି ନେତାଙ୍କ ଉପରେ ରହିବା ସ୍ବଭାବିକ । ଏଭଳି ପରିସ୍ଥିତିରେ ଯଦି କଂଗ୍ରେସର ସଂଖ୍ୟା କମିଯାଏ, ତେବେ ବିଜେପି ରାଜ୍ୟପାଳଙ୍କ ଠାରୁ ଫ୍ଲୋର ଟେଷ୍ଟ ଦାବି କରିପାରିବ । ଏଥିପାଇଁ ବିଜେପି ବିଧାୟକମାନଙ୍କୁ ତୁରନ୍ତ ଜୟପୁରକୁ ଡକାଇବାକୁ ପଡିବ ।

କହିବାକୁ ଗଲେ ରାଜନୈତିକ ସ୍ତରରେ ସଚିନ ପାଇଲଟ ନା ବିଜେପିରେ ଯୋଗ ଦେଇଛନ୍ତି କିମ୍ବା କଂଗ୍ରେସ ଛାଡିଥିବାର କୌଣସି ସ୍ପଷ୍ଟ କରିନାହାନ୍ତି । ଏପରିକି ନିଜ ପଦବୀରୁ ମଧ୍ୟ ଇସ୍ତଫା ଦେଇନାହାନ୍ତି । କିନ୍ତୁ ଏପରି ସ୍ଥିତିରେ ବିଜେପି ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜର ପ୍ରସ୍ତୁତି ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.