ETV Bharat / bharat

ରାଜସ୍ଥାନର ବିଦ୍ରୋହୀ ବିଧାୟକଙ୍କୁ ଆଶ୍ବସ୍ଥି, ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ୍‌କୁ ସ୍ଥଗିତ ରଖିଲେ କୋର୍ଟ

ସଚିନ ପାଇଲଟଙ୍କ ଦଳ ରାଜସ୍ଥାନର ହାଇକୋର୍ଟରୁ ଆଶ୍ବସ୍ଥି ପାଇଛନ୍ତି। ବିଧାନସଭା ବାଚସ୍ପତିଙ୍କ ଦ୍ବାରା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ନୋଟିସ୍‌କୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।

ରାଜସ୍ଥାନର ହାଇକୋର୍ଟ
ରାଜସ୍ଥାନର ହାଇକୋର୍ଟ
author img

By

Published : Jul 24, 2020, 11:59 AM IST

ଜୟପୁର : ରାଜସ୍ଥାନରେ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ୍‌ ମାମଲା ଏବେ ନୂଆ ମୋଡ଼ ନେଇଛି। ସଚିନ ପାଇଲଟ ଏବଂ 18 ବିଦ୍ରୋହୀ ବିଧାୟକଙ୍କୁ ରାଜସ୍ଥାନ ହାଇକୋର୍ଟ ଆଶ୍ବସ୍ଥି ପ୍ରଦାନ କରିଛନ୍ତି ।

ସଚିନ ପାଇଲଟଙ୍କ ଦଳ ରାଜସ୍ଥାନର ହାଇକୋର୍ଟରୁ ଆଶ୍ବସ୍ଥି ପାଇଛନ୍ତି। ବିଧାନସଭା ବାଚସ୍ପତିଙ୍କ ଦ୍ବାରା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ନୋଟିସ୍‌କୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଅର୍ଥାତ୍ କୋର୍ଟଙ୍କ ଆଗାମି ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ।

ଏହା ବ୍ୟତୀତ ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିବା ପାଇଁ ସଚିନ ପାଇଲଟଙ୍କ ଆବେଦନ ସ୍ବୀକାର କରିଛନ୍ତି । ସଚିନ ପାଇଲଟ ଏବଂ ତାଙ୍କ ଦଳର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଶୁକ୍ରବାର ହାଇକୋର୍ଟରେ ଶୁଣାଣି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.