ETV Bharat / bharat

ରାଜସ୍ଥାନ ସରକାରଙ୍କ ବଡ ନିଷ୍ପତ୍ତୀ, ବିନା ପରୀକ୍ଷାରେ ପିଲାଏ ପାସ୍ - କୋଭିଡ୍ 19

ବାତିଲ ହେଲା ସମସ୍ତ ସ୍ନାତୋକତ୍ତୋର ଓ ୟୁଜି ପରୀକ୍ଷା। କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏହି ନିଷ୍ପତ୍ତି ଶୁଣାଇଛନ୍ତି। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ପରୀକ୍ଷା ବାତିଲ ହୋଇଛି।

' ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ପାଇବେ ଛାତ୍ରଛାତ୍ରୀ '

author img

By

Published : Jul 5, 2020, 8:18 AM IST

ଜୟପୁର: ବାତିଲ ହେଲା ସମସ୍ତ ସ୍ନାତୋକତ୍ତୋର ଓ ୟୁଜି ପରୀକ୍ଷା। କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏହି ନିଷ୍ପତ୍ତି ଶୁଣାଇଛନ୍ତି। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ପରୀକ୍ଷା ବାତିଲ ହୋଇଛି । ଏହି ପରୀକ୍ଷା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନେ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ପାଇବେ ।

ଶନିବାର ଦିନ ରାଜ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏହି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଦିଆଯିବାକୁ ଥିବା ନିର୍ଦ୍ଦେଶାବଳୀ ଅଧ୍ୟୟନ କରିବା ପରେ ବିନା ପରୀକ୍ଷାରେ ପଦୋନ୍ନତି ପାଇଥିବା ଛାତ୍ରଛାତ୍ରୀଙ୍କ ମାର୍କ ସମ୍ବନ୍ଧରେ ଏଚଆରଡି ମନ୍ତ୍ରଣାଳୟ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବ।

ସିଏମ୍ ଅଶୋକ ଗେହଲୋଟ୍ ଏହି ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଖବର ସେୟାର କରିଛନ୍ତି । ଏହି ଟ୍ବିଟରେ ଲେଖାଅଛି, “କୋରୋନା ମହାମାରୀର ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପରୀକ୍ଷା ନକରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ”

  • राज्य सरकार ने कोरोना महामारी के संक्रमण की स्थिति के मद्देनजर इस वर्ष प्रदेश के सभी विश्वविद्यालयों, महाविद्यालयों और तकनीकी शिक्षण संस्थानों में स्नातक और स्नातकोत्तर पाठ्यक्रमों की परीक्षाएं नहीं कराने का निर्णय लिया है।
    निवास पर एक उच्च स्तरीय बैठक में यह निर्णय लिया गया।

    — Ashok Gehlot (@ashokgehlot51) July 4, 2020 " class="align-text-top noRightClick twitterSection" data=" ">

ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭନୱର ସିଂ ଭାଟି, ବୈଷୟିକ ଶିକ୍ଷା ମନ୍ତ୍ରୀ ସୁଭାଷ ଗର୍ଗ, ମୁଖ୍ୟ ଶାସନ ସଚିବ ରାଜୀବ ସ୍ବରୂପ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିରଂଜନ ଆର୍ଯ୍ୟ, ଉଚ୍ଚଶିକ୍ଷା ସଚିବ ଶୁଚି ଶର୍ମା, ସୂଚନା ଏବଂ ଜନସମ୍ପର୍କ କମିଶନର ମହେନ୍ଦ୍ର ସୋନି ଯୋଗ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.