ETV Bharat / bharat

ସାବଧାନ! ରେଲୱେ ଟ୍ରାକରେ ଜଗିଛନ୍ତି ଯମରାଜ, ଦେଖନ୍ତୁ ଭିଡିଓ - viral video

ରେଳ ବିଭାଗରେ ମିଳିଛି ଯମରାଜକୁ ନିଯୁକ୍ତି । ଯିଏକି ଲୋକମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସରୁକ୍ଷିତ ସ୍ଥାନାନ୍ତରିତ କରିବା ସହ ନିଜ ଗଦାରେ ମାଡମାରି ସାବାଡ୍ କରୁଛନ୍ତି। ଅଧିକ ଖବର ପଢନ୍ତୁ...

ରେଳବିଭାଗରେ ଯମରାଜଙ୍କୁ ନିଯୁକ୍ତି ,ସାବଧାନ ପଥଚାରୀ
author img

By

Published : Nov 10, 2019, 7:39 PM IST

ନୂଆଦିଲ୍ଲୀ:ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଦୁର୍ଘଟଣା ହାର । ବହୁ ସଚେତନତା ପରେ ଲୋକମାନେ ଚେତିବାରେ ନାଁ ନେଉନାହାଁନ୍ତି । ସେଥିମଧ୍ୟରୁ ଅନେକ ସମୟରେ ଦୁର୍ଘଟଣା ଟ୍ରେନ ଲାଇନରେ ଯାତାୟତ ପାଇଁ ହୋଇଥାଏ ।

ସାବଧାନ! ରେଳବିଭାଗରେ ଯମରାଜଙ୍କୁ ନିଯୁକ୍ତି

ତେବେ ଏହି ଦୁର୍ଘଟଣାରେ ମୃତ୍ୟୁ ହାର କମାଇବା ଏକ ପ୍ରକାର କଷ୍ଟ ସାଧ୍ୟ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ପଶ୍ଚିମ ରେଲୱେ ଏହି ଅସୁବିଧାର ସମାଧାନ କରିଦେଇଛି । ଏଥିପାଇଁ ରେଳ ବିଭାଗରେ ଦେଇଛି ଯମରାଜକୁ ନିଯୁକ୍ତି । ଯିଏକି ଲୋକମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସରୁକ୍ଷିତ ସ୍ଥାନାନ୍ତରିତ କରିବା ସହ ନିଜ ଗଦାରେ ମାଡମାରି ସାବାଡ୍ କରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିଜେ ରେଳବିଭାଗ ଏହି ଭିଡିଓଟିକୁ ଟ୍ବିଟରେ ପୋଷ୍ଟ କରିଛି ।

ସୂଚନା ଅନୁସାରେ,ଏହି ସଚେତନତା କାର୍ଯ୍ୟକ୍ରମ ଆନ୍ଧେରୀ ଓ ମଲାଡ ଷ୍ଟେସନରେ ଆରମ୍ଭ କରାଯାଇଛି । ଏହି ଷ୍ଟେସନରେ ଅଧିକାଂଶ ଲୋକ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାକୁ ରେଳ ଟ୍ରାକର ସହାୟତା ନେଇଥାନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ସହ ରେଳଟ୍ରାକରେ ଯିବାକୁ ଯମରାଜ ପରାମର୍ଶ ଦେଉଛନ୍ତି ।

ଯେଉଁମାନେ ଏହି ନିୟମର ବେଖାତିର କରୁଛନ୍ତି ଖୋଦ୍ ଯମରାଜ ସେମାନଙ୍କୁ କାନ୍ଧରେ ଉଠାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ରେଳବିଭାଗ ଏହି ଫଟୋକୁ ପୋଷ୍ଟ କରି ଲେଖିଛନ୍ତି କି ନିୟମ ଉଲ୍ଲଙ୍ଘନ କରି ରେଳ ଟ୍ରାକ ଅତିକ୍ରମ କରନ୍ତୁ ନାହିଁ । ଯଦି ଏପରି କରୁଛନ୍ତି ଆଗରେ ଯମରାଜ ଜଗିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.