ETV Bharat / bharat

ଇତିହାସ ରଚିଲା ଭାରତୀୟ ରେଳବାଇ, 'ଆନାକୋଣ୍ଡା' ଷ୍ଟାଇଲରେ ତିଆରି କଲା ଟ୍ରେନ୍ - ଭାରତୀୟ ରେଳବାଇ

ଇତିହାସ ସୃଷ୍ଟି କଲା ଭାରତୀୟ ରେଳବାଇ । 'ଆନାକୋଣ୍ଡା' ଷ୍ଟାଇଲରେ ତିଆରି କଲା ଟ୍ରେନ୍ । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR)ତିନୋଟି ଟ୍ରେନକୁ ଜୋଡ଼ି ଆନାକୋଣ୍ଡା ପରି ଟ୍ରେନ ତିଆରି କରି ଚଲାଇଲା ଭାରତୀୟ ରେଳବାଇ । ଅଧିକ ପଢନ୍ତୁ...

ଇତିହାସ ରଚିଲା ଭାରତୀୟ ରେଳବାଇ, 'ଆନାକୋଣ୍ଡା' ଷ୍ଟାଇଲ୍ ତିଆରି କଲା ଟ୍ରେନ୍

author img

By

Published : Jul 1, 2020, 1:02 PM IST

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କଲା ଭାରତୀୟ ରେଳବାଇ । 'ଆନାକୋଣ୍ଡା' ଷ୍ଟାଇଲରେ ତିଆରି କଲା ଟ୍ରେନ୍ । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR)ତିନୋଟି ଟ୍ରେନକୁ ଯୋଡ଼ି ଆନାକୋଣ୍ଡା ପରି ଟ୍ରେନ ତିଆରି କଲା ଭାରତୀୟ ରେଳବାଇ । ଏହି ଟ୍ରେନଗୁଡ଼ିକର ଭାର 15000 ଟନରୁ ଅଧିକ ଥିବାବେଳେ ଏହା ବିଳାସପୁର ଏବଂ ଚକ୍ରଧରପୁର ବିଭାଗ ମଧ୍ୟରେ ଚାଲିଥିଲା ​​। ଏନେଇ ଭାରତୀୟ ରେଳବାଇର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଏହାର ଭିଡିଓ ସେୟାର କରିଛି ।

ସୁପର ଆନାକୋଣ୍ଡା' ଥ୍ରୀ ଇନ୍ ୱାନ୍ ପରିବହନ ସେବାରେ 177 ୱାଗନ୍ ଏବଂ 6000 ଏଚପି କ୍ଷମତା ବିଶିଷ୍ଟ ତିନୋଟି ଇଲେକ୍ଟ୍ରିକ୍ ଇଞ୍ଜିନ୍ ଥିବା ଜଣାଯାଇଛି । ଏହି ସଫଳତା ସମଗ୍ର ବିଶ୍ୱରେ ପ୍ରଥମ ଥିଲା । ଏଥି ସହିତ ଏହା ଗ୍ରୀନ୍ ଇଣ୍ଡିଆର ଉଚ୍ଚାଭିଳାଷୀ ମିଶନକୁ ଭାରତୀୟ ରେଳବାଇ ପାଇଁ ଏକ ନୂତନ ସବୁଜ ପଦକ୍ଷେପ ଭାବରେ ପ୍ରୋତ୍ସାହିତ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.