ETV Bharat / bharat

ଖୋଲିଲା ରେଳ ସୁରକ୍ଷା ପୋଲ, କମିବା ବଦଳରେ ବଢୁଛି ଲୁଟ୍ - ପୋଲିସ

ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ରେଳ ଯାତ୍ରା । 10 ବର୍ଷରେ ଚୋରି ଓ ଲୁଟ ସଂଖ୍ୟା 1.71 ଲକ୍ଷ ପାର କଲାଣି । ଖାସ କରି 2018ରେ 36,584 ଲୁଟ ହୋଇଛି ।

ଫାଇଲ ଫଟୋ
author img

By

Published : Apr 29, 2019, 3:42 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ରେଳ ଯାତ୍ରା । ଏପରିକି 10 ବର୍ଷରେ ଚୋରି ଓ ଲୁଟ ସଂଖ୍ୟା 1.71 ଲକ୍ଷ ପାର କଲାଣି । ଖାସ କରି 2018ରେ 36,584 ଲୁଟ ହୋଇଛି । ଏଥିରୁ ସ୍ପଷ୍ଟ ଭାରତୀୟ ରେଳ ତାର ଯାତ୍ରୀ ଓ ସେମାନଙ୍କ ଜିନିଷକୁ ସୁରକ୍ଷା ଦେବାରେ ଫେଲ ମାରିଛି ।

ସୁଚନା ଅଧିକାର ଆଇନ ଅନୁଯାୟୀ ରେଳ ସୁରକ୍ଷାକୁ ନେଇ ସୂଚନା ମଗାଯାଇଥିଲା । ତେବେ ଏ ନେଇ ରେଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ସର୍ବାଧିକ 36,584 ମାମଲା 2018ରେ ଦାୟର ହୋଇଥିବା ବେଳେ 2017ରେ 33,044 ଚୋରୀ, 2016 ରେ 22,106 ଓ2015 ରେ 19,215ମାମଲା ରୁଜୁ ହୋଇଛି ।

ରେକର୍ଡ ମୁତାବକ, ଦୈନିକ ଆଧାରରେ ବାର୍ଷିକ 2500 ମେଲ, ଏକ୍ସପ୍ରେସ ଟ୍ରେନର ରେଲୱେ ସୁରକ୍ଷା ବଳ ଓ 1200 ଟ୍ରେନରେ ସରକାରୀ ରେଲୱେ ପୋଲିସ ଷ୍ଟାପ ସୁରକ୍ଷା ପରିଚାଳନା କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.