ETV Bharat / bharat

ନୂଆବର୍ଷରୁ ମହଙ୍ଗା ହେବ ରେଳ ଯାତ୍ରା, ଭଡା ବଢାଇଲେ ସରକାର - ବଢିଲା ରେଳ ଭଡା

ନୂଆବର୍ଷରୁ ରେଳ ଯାତ୍ରୀଙ୍କ ପାଇଁ ଅସନ୍ତୋଷଜନକ ଖବର । କେନ୍ଦ୍ର ସରକାରଙ୍କ ରେଳ ଭଡା ବୃଦ୍ଧି କରି ନୂଆବର୍ଷ ଗିପ୍ଟ ଦେଶବାସୀଙ୍କୁ ଭେଟି ଦେଇଛନ୍ତି । ଜାନୁଆରୀ 2020ରୁ ବର୍ଦ୍ଧିତ ରେଳ ଭଡା ସାରା ଦେଶରେ ଲାଗୁ ହେବା ନେଇ ରେଳ ମନ୍ତ୍ରଣାଳ ପକ୍ଷରୁ ସୂଚିତ କରାଯାଇଛି । ଅଧିକ ପଢନ୍ତୁ...

railway raise basic passenger fares
ଡିଜାଇନ ଫଟୋ
author img

By

Published : Dec 31, 2019, 10:52 PM IST

ନୂଆଦିଲ୍ଲୀ: ନୂଆବର୍ଷରୁ ରେଳ ଯାତ୍ରୀଙ୍କ ପାଇଁ ଭାରତୀୟ ରେଳର ନୂଆ ବର୍ଷ ଉପହାର । କେନ୍ଦ୍ର ସରକାରଙ୍କ ରେଳ ଭଡା ବୃଦ୍ଧି କରି ନୂଆବର୍ଷ ଝଟକା ଦେଶବାସୀଙ୍କୁ ଭେଟି ଦେଇଛନ୍ତି । ଜାନୁଆରୀ 2020ରୁ ବର୍ଦ୍ଧିତ ରେଳ ଭଡା ସାରା ଦେଶରେ ଲାଗୁ ହେବା ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି । ରେଳବାଇ ଯାତ୍ରୀଙ୍କ ଭଡା 1ରୁ 4 ପଇସା ପ୍ରତି କିଲୋମିଟର ବୃଦ୍ଧି କରିଛି ।

railway raise basic passenger fares
ଫଟୋ ସୌଜନ୍ୟ: ଏଏନଆଇ

ସୂଚନା ଅନୁସାରେ ଭାରତୀୟ ରେଳ ପକ୍ଷରୁ ମେଲ ଓ ଏକ୍ସପ୍ରେସ ଟ୍ରେନର କିଲୋମିଟର ପିଛା 2 ପଇସା ବୃଦ୍ଧି କରାଯାଇଛି । ସେହପିର ଏସି ଟ୍ରେନର କିଲୋମିଟର ପିଛା 4 ପଇସା ବୃଦ୍ଧି କରାଇଛନ୍ତି ।

ସେକେଣ୍ଡ କ୍ଲାସ ଅର୍ଡିନାରୀ, ସ୍ଲିପର କ୍ଲାସ ଅର୍ଡିନାରୀ ଓ ଫାଷ୍ଟ କ୍ଲାସ ଅର୍ଡିନାରୀ ନନ୍‌ ଏସି ଯାତ୍ରା ପାଇଁ କିମି ପିଛା ଅଧିକ ୧ ପଇସା ଦେବାକୁ ପଡ଼ିବ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.