ETV Bharat / bharat

ଆଜିଠୁ ଚାଲିବ 40ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍ - ରେଳୱେ

ଆଜିଠୁ ଚାଲିବ 40ଟି ନୂଆ ସ୍ପେଶାଲ କ୍ଲୋନ ଟ୍ରେନ୍ । ଏହି କ୍ଲୋନ୍ ଟ୍ରେନ୍ ଗୁଡିକ ପୂର୍ବରୁ ଚାଲୁଥିବା ସ୍ପେଶାଲ ଟ୍ରେନରୁ ଅଲଗା ଅଟେ । ତେବେ ନିର୍ଦ୍ଦିଷ୍ଟ ରୁଟରେ ଯାତ୍ରୀ ଟିକେଟ୍ ପାଇଁ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ଆଜି ଏହି ଟ୍ରେନ ଚଳାଚଳ କରିବ ।

ଆଜିଠୁ ଚାଲିବ 40ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍
ଆଜିଠୁ ଚାଲିବ 40ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍
author img

By

Published : Sep 21, 2020, 10:36 AM IST

ନୂଆଦିଲ୍ଲୀ: ଆଜି ଠାରୁ ଚାଲିବ ରେଳୱେର 40ଟି ନୂଆ ସ୍ପେଶାଲ କ୍ଲୋନ ଟ୍ରେନ୍ । ଏହି କ୍ଲୋନ୍ ଟ୍ରେନ୍ ଗୁଡିକ ପୂର୍ବରୁ ଚାଲୁଥିବା ସ୍ପେଶାଲ ଟ୍ରେନ ଠାରୁ ଅଲଗା ଅଟେ । ତେବେ ନିର୍ଦ୍ଦିଷ୍ଟ ରୁଟରେ ଯାତ୍ରୀ ଟିକେଟ୍ ପାଇଁ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ଆଜି ଏହି ଟ୍ରେନ ଚଳାଚଳ କରିବ ।

ରେଳବାଇ ଏହି ରୁଟରେ 20 ଯୋଡି କ୍ଲୋନ ସ୍ପେଶାଲ ଟ୍ରେନ୍ ଚଳାଇବ। ଏହି କ୍ଲୋନ୍ ଟ୍ରେନ୍ ଗୁଡିକ ସଂପୂର୍ଣ୍ଣ ରିଜର୍ଭ ଟ୍ରେନ୍ ଅଟେ । ଏହି ଟ୍ରେନଗୁଡିକର ଷ୍ଟପେଜ୍ ମଧ୍ୟ ସୀମିତ ଅଟେ ।

କ୍ଲୋନ୍ ଟ୍ରେନ୍ ମଧ୍ୟରୁ 19ଟି ଯୋଡି ହମସଫର ଏକ୍ସପ୍ରେସ ର୍ୟାକ୍ ଚଳାଇବେ । ଯେଉଁଥିରେ ପ୍ରତ୍ୟେକ 18 ଟି କୋଚ୍ ଥିବାବେଳେ 22ଟି କୋଚ୍ ସହିତ ଗୋଟିଏ ଯୋଡି ଦିଲ୍ଲୀ-ଲକ୍ଷ୍ନୌ ରୁଟରେ ଚାଲିବ । ଯାତ୍ରୀମାନଙ୍କୁ ଏହି ଟ୍ରେନ ପାଇଁ ରିଜରଭେସନ 10 ଦିନ ମଧ୍ୟରେ କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.