ETV Bharat / bharat

ଆସନ୍ତା କାଲି ଇସ୍ତଫା ଦେବେ ରାହୁଲ! - delhi

ଆସନ୍ତା କାଲି ଇସ୍ତଫା ଦେଇପାରନ୍ତି ରାହୁଲ ଗାନ୍ଧୀ। ପରାଜୟପରେ ଦଳରୁ ଇସ୍ତଫା ଦେବା ନେଇ ଚିନ୍ତା କରିଛନ୍ତି ରାହୁଲ। କାର୍ଯ୍ୟ କମିଟି ବୈଠକରେ ସେ ଇସ୍ତଫା ନେଇ ଘୋଷଣା କରିପାରନ୍ତି ।

ଫାଇଲ ଫଟୋ
author img

By

Published : May 24, 2019, 5:27 PM IST

Updated : May 24, 2019, 7:59 PM IST

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ପୁଣି ଆଗୁଆ ରହିଛି ବିଜେପି । କଂଗ୍ରେସକୁ ମାତ କରି ବିଜୟ ମୁକୁଟ ହାତେଇଛି ବିଜେପି ଲାଗିଛି। ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଭଲ ନଥିବାରୁ ବିଜୟୀ ହୋଇପାରିନଥିଲା ଦଳ । ତେବେ ନେଇ କଂଗ୍ରେସ କାର୍ଯ୍ୟ କମିଟି ପକ୍ଷରୁ ଶନିବାର ବୈଠକ ଅନୁଷ୍ଠିତ ହେବ । ବୈଠକରେ ଦଳର ପରାଜୟ ନେଇ ବିଚାର କରାଯିବ। ଏହାସହ ରାହୁଲ ଗାନ୍ଧୀ ଇସ୍ତଫା ପତ୍ର ଦେବା ସନ୍ଦେହ କରାଯାଉଛି।

ଗୋଟିଏ ପଟେ ଗାନ୍ଧୀ ପରିବାରର ଗଡ ବୋଲାଉଥିବା ଆମେଠି ସଂସଦୀୟ କ୍ଷେତ୍ରରେ ରାହୁଲଙ୍କ ପରାଜୟ ଏବଂ ଅନ୍ୟପଟେ ୟୁପିର କଂଗ୍ରେସ ମୁଖ୍ୟ ରାଜ ବବ୍ବରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ରାହୁଲ ଇସ୍ତଫା ଦେଉଥିବା ଜଣାପଡିଛି।

ଏହାସହ ରାଜ ବବ୍ବର ମଧ୍ୟ ଶୁକ୍ରବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖିଆ ପଦ ଛାଡିଛନ୍ତି। ତେବେ ଆସନ୍ତାକାଲି ହେଉଥିବା ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ,ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

Intro:Body:

fghf

Conclusion:
Last Updated : May 24, 2019, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.