ETV Bharat / bharat

ରାହୁଲଙ୍କୁ ସୁଷମାଙ୍କ ତୀବ୍ର ଭତ୍ସନା

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ 2013ର ଅଧ୍ୟାଦେଶକୁ ରଦ୍ଧ କରିଥିବା ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ରାହୁଲ ଗାନ୍ଧୀଙ୍କୁ ତୀବ୍ର ଭତ୍ସନା କରିବା ସହିତ ଅହଂକାରର ସବୁ ସୀମା ଟପିଯାଇଥିଲେ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 8, 2019, 9:40 AM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ 2013ର ଅଧ୍ୟାଦେଶକୁ ରଦ୍ଧ କରିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ରାହୁଲ ଗାନ୍ଧୀଙ୍କୁ ତୀବ୍ର ଭତ୍ସନା କରିବା ସହିତ ଅହଂକାରର ସବୁ ସୀମା ଟପିଯାଇଥିଲେ ବୋଲି କହିଛନ୍ତି ।

ରାଷ୍ଟ୍ରପତିଙ୍କ ଦ୍ବାରା ଜାରି ଅଧ୍ୟାଦେଶକୁ ରଦ୍ଧ କରି ରାହୁଲ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅପମାନିତ କରିଥିଲେ ବୋଲି ସ୍ବରାଜ ଏକ ଟ୍ବିଟ କରି କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ମନେ ପକାଇଦେଇଛନ୍ତି । ପ୍ରିୟଙ୍କା ଆଜି ଅହଙ୍କାରର କଥା କହୁଥିବା ବେଳେ ରାଷ୍ଟ୍ରପତିଙ୍କ ଦ୍ବାରା ଜାରି ଅଧ୍ୟାଦେଶକୁ ରଦ୍ଧ କରି ରାହୁଲ ଅହଙ୍କାରର ସବୁ ସୀମା ଟପିଯାଇଥିଲେ ବୋଲି ସ୍ବରାଜ କହିଛନ୍ତି ।

ପୂର୍ବରୁ ପ୍ରିୟଙ୍କା ହରିୟାଣାର ଏକ ଜନସଭାରେ ମୋଦିଙ୍କୁ ଟାର୍ଗେଟ କରିବା ସହିତ ଏ ଦେଶ ଅହଙ୍କାରୀଙ୍କୁ କେବେ କ୍ଷମା କରି ନଥିବା ବେଳେ ବିଜେପିକୁ ମହାଭାରତର ଦୁର୍ଯ୍ୟୋଧନ ଭାଗ୍ୟରୁ କିଛି ଶିଖୁ ବୋଲି କହିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.