ETV Bharat / bharat

ମେକ୍-ଇନ-ଇଣ୍ଡିଆ ଏବେ ବାଏ ଫ୍ରମ୍ ଚୀନ: ରାହୁଲ ଗାନ୍ଧୀ - ଆରସିଇପିକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ

ଆରସିଇପି (ରିଜିଓନାଲ କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରସିପ୍)କୁ ନେଇ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜାଣନ୍ତୁ ସେ କ'ଣ କହିଛନ୍ତି ।

ଫାଇଲ ଫଟୋ
author img

By

Published : Nov 4, 2019, 8:57 PM IST

ନୂଆଦିଲ୍ଲୀ: ଆରସିଇପି (ରିଜିଓନାଲ କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରସିପ୍)କୁ ନେଇ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦି ସରକାରଙ୍କ ‘ମେକ୍-ଇନ୍-ଇଣ୍ଡିଆ’ ଏବେ ‘ବାଏ ଫ୍ରମ୍ ଚାଇନା’ ( ଚାଇନାରୁ କିଣ) ହୋଇଯାଇଥିବା କହିଛନ୍ତି ସେ ।

rahul gandhi target modi govt over rcep
ଫଟୋ ସୌଜନ୍ୟ: ଟ୍ବିଟର

ସୋମବାର ଟ୍ବିଟ କରି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ଟ୍ବିଟରରେ ଆରସିଇପି ସହ ଜଡିତ ଏକ ଖବର ସେୟାର କରି ସେ ଲେଖିଛନ୍ତି, ‘ମେକ୍-ଇନ୍-ଇଣ୍ଡିଆ’ ଏବେ ‘ବାଏ ଫ୍ରମ୍ ଚାଇନା’ ହୋଇଯାଇଛି । ପ୍ରତି ବର୍ଷ ଜଣେ ଭାରତୀୟଙ୍କ ପିଛା 6000 ଟଙ୍କା ମୂଲ୍ୟ ବସ୍ତୁ ଚୀନରୁ ଆମଦାନୀ କରୁଛେ । ଯାହା ୨୦୧୪ ପରଠାରୁ ଏହା ୧୦୦ ପ୍ରତିଶତ ବଢିଛି । ଏପରିକି ଭାରତ ଆରସିଇପିରେ ଯୋଗ ଦେଲେ ଦେଶକୁ ଶସ୍ତା ସାମଗ୍ରୀ ଆମଦାନୀ ହେବ ।

ଏପରିକି ଦେଶରେ ଶସ୍ତା ଜିନିଷ ଅଧିକ ବିକ୍ରି ହେବ । ଫଳରେ ଅନେକ ଲୋକ ନିଯୁକ୍ତି ହରାଇବେ ଏବଂ ଦେଶର ଅର୍ଥନୀତିରେ ବହୁତ ବଡ଼ କ୍ଷତି ହେବ ବୋଲି ଦାବି କରିଛନ୍ତି ରାହୁଲ ଗାନ୍ଧୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.