ETV Bharat / bharat

‘ଚୌକିଦାର’ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ରାହୁଲ - ରାଫେଲ

'ଚୌକିଦାର ଚୋର ହେ' ମନ୍ତବ୍ୟକୁ ନେଇ କ୍ଷମାପ୍ରାର୍ଥନା କଲେ ରାହୁଲ । ମୋଦିଙ୍କୁ ସମାଲୋଚନା କରି ଦେଇଥିଲେ ଏଭଳି ମନ୍ତବ୍ୟ । ରାହୁଲଙ୍କ ଟିପ୍ପଣୀ ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲା ବିଜେପି ।

ଫାଇଲ ଫଟୋ
author img

By

Published : Apr 22, 2019, 3:12 PM IST

ନୂଆଦିଲ୍ଲୀ: ରାଫେଲ ଡିଲ ପ୍ରସଙ୍ଗରେ ଦେଇଥିବା 'ଚୌକିଦାର ଚୋର ହୈ' ମନ୍ତବ୍ୟକୁ ନେଇ କ୍ଷମା ମାଗିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସେ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କୁ ଟାର୍ଗେଟ କରି କହିଥିଲେ ଯେ, ରାଫେଲ ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ମାନି ନେଇଛନ୍ତି ଯେ, 'ଚୌକିଦାର ଚୋର ହେ' ।

ଏହାପରେ ରାହୁଲଙ୍କ ବିରୋଧରେ ବିଜେପି ସାଂସଦ ମିନାକ୍ଷୀ ଲେଖି ଏକ ଯାଚିକା ଦାଏର କରିଥିଲେ । ଆଉ ଏହି ମାମଲାର ବିଚାର କରି ସୁପ୍ରିମକୋର୍ଟ ଏପ୍ରିଲ 15 ତାରିଖରେ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରିଥିଲେ । କୋର୍ଟ ରାହୁଲଙ୍କୁ ଏପ୍ରିଲ 22 ତାରିଖ ସୁଦ୍ଧା ନିଜ ପକ୍ଷ ରଖିବାକୁ ନୋଟିସ ଦେଇଥିଲେ ।

ଯାହାକୁ ନେଇ ସୋମବାର ରାହୁଲ ନିଜର ପକ୍ଷ ରଖି କ୍ଷମା ପ୍ରାର୍ଥନା କରିଛନ୍ତି । ଆଉ ସୁପ୍ରିମକୋର୍ଟ ଏଭଳି କିଛି ମନ୍ତବ୍ୟ ଦେଇନଥିବା ସେ କହିଛନ୍ତି । ମୋର କହିବାର କଥା ଅଲଗା ଥିଲା କିନ୍ତୁ ଏହାକୁ ବିରୋଧୀ ମାନେ ଭୁଲ ଢଙ୍ଗରେ ଉପସ୍ଥାପନା କରିଥିବା କହିଛନ୍ତି ରାହୁଲ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.