ETV Bharat / bharat

ରାହୁଲଙ୍କ ଇସ୍ତଫାକୁ ବିରୋଧ, ଅନଶନରେ ବସିବେ କଂଗ୍ରେସ ନେତା - ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫା ବିରୋଧରେ ପାର୍ଟି ମୁଖ୍ୟଳୟରେ କଂଗ୍ରେସ ନେତା ଅନଶନ କରିବାକୁ ଯାଉଛନ୍ତି । ତେବେ ନିର୍ବାଚନ ପରେ କଂଗ୍ରେସର 220 ଜଣ ନେତା ଇସ୍ତଫା ଦେଇଥିବା ସୂଚନା ରହିଛି ।

ଫାଇଲ ଫଟୋ
author img

By

Published : Jul 2, 2019, 10:31 AM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡି ବସିଥିବା ରାହୁଲ ଗାନ୍ଧୀଙ୍କୁ ମନେଇବା ପ୍ରକ୍ରିୟା ଜାରି ରହିଛି । ମଙ୍ଗଳବାର କଂଗ୍ରେସର କିଛି ନେତା ରାହୁଲଙ୍କ ଇସ୍ତଫାକୁ ବିରୋଧ କରି ପାର୍ଟି ମୁଖ୍ୟଳୟରେ ଅନଶନରେ ବସିବାକୁ ଯାଉଛନ୍ତି ।

ସୋମବାର କଂଗ୍ରେସ ଶାସିତ 5 ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ଭେଟିବା ସହିତ ତାଙ୍କୁ ଅଧ୍ୟକ୍ଷ ପଦରେ ରହିବା ନେଇ ଅନୁରୋଧ କରିଥିଲେ । ହେଲେ ରାହୁଲ କୌଣସି ଆଶ୍ବାସନ ଦେଇନଥିଲେ । ଏପରିକି ନିଜ ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି କହିଥିଲେ ରାହୁଲ ।

ଏହାପୂର୍ବରୁ ଅନେକ ପଦାଧିକାରୀ ଓ ନେତା ରାହୁଲଙ୍କୁ ମନାଇବା ପାଇଁ ତାଙ୍କ ଘରୁ ନେଇ ପାର୍ଟି ମୁଖ୍ୟାଳୟ ପର୍ଯ୍ୟନ୍ତ ଉଦ୍ୟମ କରି ସାରିଲେଣି । ଏହା ପରେ ଆଜିଠୁ ଅନଶନ ଆରମ୍ଭ ହେଉଛି । ତେବେ ନିର୍ବାଚନ ପରେ କଂଗ୍ରେସର 220 ଜଣ ନେତା ଇସ୍ତଫା ଦେଇଥିବା ସୂଚନା ରହିଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.