ETV Bharat / bharat

ବରିଷ୍ଠ ନେତାଙ୍କ ସହ ରାହୁଲଙ୍କ ବୈଠକ, ଅଧ୍ୟକ୍ଷ ପାଇଁ ହୋଇପାରେ ଆଲୋଚନା !

ରାହୁଲଙ୍କ ପରେ କିଏ ହେବ କଂଗ୍ରେସର ଉତ୍ତରାଧିକାରୀ । ସୋମବାର ଦଳର ବରିଷ୍ଠ ନେତାମାନଙ୍କ ସହ ଏହି ବିଷୟରେ ଆଲୋଚନା କରିବେ ରାହୁଲ ଗାନ୍ଧୀ ।

author img

By

Published : Jul 1, 2019, 11:14 AM IST

Updated : Jul 1, 2019, 12:15 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ସମସ୍ତ କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ସିଏମ ଭୂପେଶ ବାଘେଲା ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ଉପସ୍ଥିତ ରହିବେ ।

ସୂଚନା ମୁତାବିକ କଂଗ୍ରେସ ଶାସିତ ସମସ୍ତ ରାଜ୍ଯର ମୁଖ୍ୟମନ୍ତ୍ରୀଙ୍କ ସହ ଦଳର ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେବେ । ବୈଠକରେ ଦଳର ନୂଆ ଅଧ୍ୟକ୍ଷ ପଦ ପାଇଁ ନେତାଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିପାରନ୍ତି ରାହୁଲ । ନୂଆ ଅଧ୍ୟକ୍ଷ ପଦରେ କାହାକୁ ଦଳ ଅବତୀର୍ଣ୍ଣ କରିବ ତାକୁ ନେଇ ସସପେନ୍ସ ଜାରି ରହିଛି ।

ଚଳିତ ବର୍ଷ ଲୋକସଭା ନିର୍ବାଚନରେ ସର୍ବପୂରାତନ ଦଳ କଂଗ୍ରେସର ଯେପରି ବିପର୍ଯ୍ୟୟ ଘଟିଲା ତାହା ଦେଶରେ ପ୍ରଥମଥର । ଆଉ ଏହି ପରାଜୟର ସମସ୍ତ ଦୋଷକୁ ନିଜ ମୁଣ୍ଡକୁ ନେଇଛନ୍ତି ରାହୁଲ ଏବଂ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଜିଦ୍ ଧରି ବସିଛନ୍ତି ।

Intro:Body:

blank 

Conclusion:
Last Updated : Jul 1, 2019, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.