ETV Bharat / bharat

'ମାଇଁ ନେମ ଇଜ ରାଗା'ର ଟିଜର ରିଲିଜ - gandhi

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ପିଏମ ନରେନ୍ଦ୍ର ମୋଦିର ସୁଟିଂ ଆରମ୍ଭ ହୋଇଛି । ଗୁଜୁରାଟର ବିଭିନ୍ନ ସ୍ଥାନରେ ହେବ ସୁଟିଂ। ତେବେ ଏହି ଫିଲ୍ମ ପରଦାକୁ ଆସିବା ପୂର୍ବରୁ ରାହୁଲ ଗାନ୍ଧିଙ୍କ ଫିଲ୍ମ ମାଇଁ ନେମ ଇଜ ରାଗା ଚଳଚ୍ଚିତ୍ର ପରଦାକୁ ଆସିଯିବ ।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ
author img

By

Published : Feb 11, 2019, 6:23 PM IST

ମୁମ୍ବାଇ: ଆଗକୁ ଲୋକସଭା ନିର୍ବାଚନ । ସରଗରମ ହେଉଛି ରାଜନୀତି । ଆଉ ବଡ ପରଦାରେ ନଜର ଆସୁଛନ୍ତି ବରିଷ୍ଠ ରାଜନେତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ପିଏମ ନରେନ୍ଦ୍ର ମୋଦିର ସୁଟିଂ ଆରମ୍ଭ ହୋଇଛି । ଗୁଜୁରାଟର ବିଭିନ୍ନ ସ୍ଥାନରେ ହେବ ସୁଟିଂ। ତେବେ ଏହି ଫିଲ୍ମ ପରଦାକୁ ଆସିବା ପୂର୍ବରୁ ରାହୁଲ ଗାନ୍ଧିଙ୍କ ଫିଲ୍ମ ମାଇଁ ନେମ ଇଜ ରାଗା ଚଳଚ୍ଚିତ୍ର ପରଦାକୁ ଆସିଯିବ ।

ଏନେଇ ଚାଲିଛି ପ୍ରସ୍ତୁତି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଟିଜର ପରଦାକୁ ଆସିଛି । ରୂପେଶ ପଲ ନିର୍ଦ୍ଦେଶିତ ଏହି ଫିଲ୍ମରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା ମଧ୍ୟ ରହିଛି । ତେବେ ରାହୁଲଙ୍କ ପିଲାବେଳୁ ଆଜି ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀକୁ ଏହି ସିନେମାରେ ଉପସ୍ଥାପନ କରାଯାଇଛି । ରୂପେଶଙ୍କ ଅନୁସାରେ, ରାହୁଲ ଗାନ୍ଧୀଙ୍କ ମହିମା ମଣ୍ଡନ କରିବା ନୁହେଁ । ଏଭଳି ଜଣେ ବ୍ୟକ୍ତିତ୍ବଙ୍କ ବିଷୟରେ କହିବା ଯାହାକୁ ଚାରିପଟୁ ଆକ୍ରମଣ ହେଉଛି । ହେଲେ ସେ କିଛି ଖାତିର ନକରି ସବୁ ଅସୁବିଧାର ସାମନା କରୁଛନ୍ତି । ଏହି ଫିଲ୍ମଟି ଏପ୍ରିଲ ମାସରେ ରିଲିଜ ହେବ ।

ଟିଜରଟିରେ ରାହୁଲଙ୍କ ଜୀବନର କିଛି ଝଲକ ଦେଖିବାକୁ ମିଳିଛି । ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଠାରୁ ଆରମ୍ଭ କରି ରାହୁଲଙ୍କ ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି । ରାଜନୀତିରେ ବାରମ୍ବାର ହାରିବା ପରେ ବି ରାହୁଲ କେବେ ହାରି ନାହାଁନ୍ତି । ଅତି ସୁନ୍ଦର ଭାବେ ରାହୁଲଙ୍କ ଭୂମିକା ନିଭାଇଛନ୍ତି ଅଶ୍ବିନୀ କୁମାର ।

undefined

slug-sarpanch abducted by naxal
format-avo(Breaking)
report-sadasiba patra
place-Phulabani(Kandhamal)
date-10.2.2019
କନ୍ଧମାଳ ଜିଲାରେ ମାଓ ଆତଙ୍କ ଲାଗିରହିଛି  । ବିଶ୍ବସ୍ଥ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମେରବନ୍ଧ ପଞ୍ଚାୟତର ସରପଞ୍ଚଙ୍କୁ ମାଓବାଦୀ ଅପହରଣ କରି ଜଙ୍ଗଲକୁ ନେଇଥିଲେ  । ସେଠାରେ କଙ୍ଗାରୁ କୋର୍ଟରେ ହାଜିର କରିଥିଲେ ସରପଞ୍ଚଙ୍କୁ  । ପ୍ରଜା କୋର୍ଟରେ ସରପଞ୍ଚଙ୍କୁ ହାଜିର କରିବା ପରେ ବିଚାର କରିଥିଲେ ମାଓବାଦୀ  । ସାଡିଙ୍ଗିଆ ଜଙ୍ଗଲରେ ହୋଇଥିଲା ଏହି ପ୍ରଜା କୋର୍ଟ  । ସରପଞ୍ଚଙ୍କୁ ଠିକ୍ ଠାକ୍ କାମ କରିବାକୁ ତାଗିଦ୍ କରିଥିଲେ ସଶସ୍ତ୍ର ମାଓବାଦୀ । ଦିର୍ଘ ସାତ ଆଠ ଘଣ୍ଟା ରଖିବା ପରେ ଛାଡି ଦେଇଥିଲେ  । ପ୍ରାୟ ଛଅ କିଲୋମିଟର ବାଟ ଚଲେଇ ଚଲେଇ ପ୍ରଜା କୋର୍ଟକୁ ନିଆଯାଇଥିଲା ସରପଞ୍ଚଙ୍କୁ ବୋଲି ବିଶ୍ବସ୍ଥ ସୁତ୍ରରୁ ସୂଚନା ମିଳିଛି  । 
        ତେବେ ସରପଞ୍ଚ ସୁବଳ କହଁର ଏବଂ ତାଙ୍କ ଭାଇଙ୍କର ଗତ କିଛି ଦିନ ହେବ ଖୋଜ ଖବର ନାହିଁ  । ଏହି ଘଟଣାରେ ପରେ ଗାଁରୁ ଅନ୍ୟତ୍ର ଚାଲିଯାଇଥିବା ଫିରିଙ୍ଗିଆ ପୋଲିସ ସୁତ୍ରରୁ ସୂଚନା ମିଳିଛି  । ଏପରିକି ଏହି ଘଟଣା ସମ୍ପର୍କରେ କାହାକୁ ସୂଚନା ଦେଲେ ପରିଣାମ ଭୋଗିବାକୁ ତାଗିଦ୍ କରିଥିଲେ ମାଓବାଦୀ ବୋଲି ସୂଚନା ମିଳିଛି  । ତେବେ ଏହି ଅଞ୍ଚଳରୁ ମାଓ ସହଯୋଗୀ ସୁଷାନ୍ତର ଗିରଫ ପରେ ମାଓବାଦୀ ଏପରି କରିଥାଇପାରନ୍ତି ବୋଲି ଥାନା ଅଧିକାରୀ ଧିରେନ କୁମାର ବେହେରା ସୂଚନା ଦେଇଛନ୍ତି  । କିଛି ଦିନ ପୂର୍ବରୁ ମାଓବାଦୀ ଏପରି କରିଥିଲେ ବୋଲି ପୋଲିସ ସ୍ବୀକାର କରିଥିବା ବେଳେ ସରପଞ୍ଚଙ୍କ ବର୍ତ୍ତମାନ ଖୋଜଖବର ଜଣାପଡିନାହିଁ  ।
.............
ଫିଡ୍ ଏଫଟିପିରେ ଯାଇଛି  ।    

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.