ETV Bharat / bharat

ପଞ୍ଜାବ ସିଏମ କୋଭିଡ ପାଣ୍ଠିକୁ 5 ଲକ୍ଷ ପ୍ରଦାନ କଲେ ରାଧେ ମା' - ପଞ୍ଜାବ ସିଏମ ପାଣ୍ଠି ରାଧେ ମା'

ରାଧେ ମା' ଚାରିଟେବୁଲ ସୋସାଇଟି, ନୂଆଦିଲ୍ଲୀ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ କୋଭିଡ -19 କୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିଛି । ଏହାପୂର୍ବରୁ ରାଧେ ମା' ଚାରିଟେବୁଲ ସୋସାଇଟି ଏପ୍ରିଲ 2 ତାରିଖ ପିଏମ କେୟାର ଫାଣ୍ଠିକୁ 10 ଲକ୍ଷ ଟଙ୍କା ଏବଂ ଏପ୍ରିଲ 15, 2020 ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କୋଭିଡ ପାଣ୍ଠିକୁ 5 ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ । ଅଧିକ ପଢନ୍ତୁ...

Radhe Maa
Radhe Maa
author img

By

Published : May 3, 2020, 8:17 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ପ୍ରକୋପ ଜାରି ରହିଛି । କୋରୋନା ମୁକାବିଲା ପାଇଁ ଦେଶବାସୀ ଏକଜୁଟ ହୋଇଛନ୍ତି । ଦେଶରେ ଏଭଳି ପରିସ୍ଥିତି ସମୟରେ ସମସ୍ତେ ନିଜ ସାଧ୍ୟ ମୁତାବକ ଅର୍ଥ ରାଶି ଦାନ କରୁଛନ୍ତି । ଏପରିସ୍ଥଳେ ରାଧେ ମା' ଚାରିଟେବୁଲ ସୋସାଇଟି, ନୂଆଦିଲ୍ଲୀ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ କୋଭିଡ -19 କୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିଛି ।

ଏହାପୂର୍ବରୁ ରାଧେ ମା' ଚାରିଟେବୁଲ ସୋସାଇଟି ଏପ୍ରିଲ 2 ତାରିଖ ପିଏମ କେୟାର ଫାଣ୍ଠିକୁ 10 ଲକ୍ଷ ଟଙ୍କା ଏବଂ ଏପ୍ରିଲ 15, 2020 ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କୋଭିଡ ପାଣ୍ଠିକୁ 5 ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ।

ରାଧେ ମା' ଚାରିଟେବୁଲ ପଞ୍ଜାବର ଅନେକ କ୍ଷେତ୍ରରେ ରିଲିଫ୍ ପ୍ରଦାନ କରାଯାଉଛି । ମୁକିରିଆନ୍, ଅମୃତସର ଏବଂ ହୋଶିଆରପୁରରେ ଅଭାବୀ ଲୋକଙ୍କୁ ନିରନ୍ତର ସାହାଯ୍ୟ କରାଯାଉଛି | ଏହା ସହିତ ଦିଲ୍ଲୀ, ମୁମ୍ବାଇ ଏବଂ ପଞ୍ଜାବର ଅନେକ ପରିବାରକୁ ଚିକିତ୍ସା ସହାୟତା ଏବଂ ସ୍କୁଲ ଫି ମଧ୍ୟ ପ୍ରଦାନ କରାଯାଉଛି।

କୋରୋନା ସହ ମୁକାବିଲା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.