ETV Bharat / bharat

ହିମାଚଳ ପ୍ରଦେଶ ବସ ଟ୍ରାଜେଡି, ଶୋକପ୍ରକାଶ କଲେ ଋଷ ରାଷ୍ଟ୍ରପତି - himachal-pradesh

ହିମାଚଳ ପ୍ରଦେଶ ସଡକ ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା 43 ଜଣଙ୍କୁ ଶୁକ୍ରବାର ଶ୍ରଦ୍ଧାଞ୍ଜଳୀ ଦେବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସେ ।

ଫାଇଲ ଫଟୋ
author img

By

Published : Jun 21, 2019, 9:51 PM IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ସଡକ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦୁର୍ଘଟଣାରେ ମୃତ୍ୟୁଘଟିଥିବା 43 ଜଣଙ୍କୁ ଶୁକ୍ରବାର ଶ୍ରଦ୍ଧାଞ୍ଜଳୀ ଦେବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି ସେ ।

ପୁଟିନ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମ୍ବେଦନା ବ୍ୟକ୍ତ କରିଛନ୍ତି । ହିମାଚଳ ପ୍ରଦେଶରେ ଘଟିଥିବା ସଡକ ଦୁର୍ଘଟଣାରେ ମୁଁ ଦୁଃଖିତ । ମୃତକଙ୍କ ପାଇଁ ମୋର ସମ୍ବେଦନା ସ୍ବୀକାର କରନ୍ତୁ ବୋଲି ସେ କହିଛନ୍ତି । ଏହା ସହିତ ସେ ପୀଡିତଙ୍କ ପରିବାର ପ୍ରତି ସମ୍ବେଦନ ଜଣାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଗୁରୁବାର ଏକ ଭୟାବହ ସଡକ ଦୁର୍ଘଟଣା ଘଟିଥିଲା । ଜିଲ୍ଲାର ବଞ୍ଜାରଠାରୁ ଗାଡାଗୁଶୋଣୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ ବହୋଟ ଘାଟି ତଳକୁ ଖସିପଡିଥିଲା । ଦୁର୍ଘଟଣାରେ 43 ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ 35 ଜଣ ଆହତ ହୋଇଛନ୍ତି ।

Intro:Body:

dsdg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.