ETV Bharat / bharat

କୋରୋନା ପ୍ରଭାବିତଙ୍କୁ ଏକ ମାସର ଦରମା ଦେଲେ ପଞ୍ଜାବ ମନ୍ତ୍ରୀ - Punjab minister donates salary coronavirus

କୋରୋନା ପ୍ରଭାବିତଙ୍କୁ ମାସକର ଦରମା ଦାନ କଲେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧାୱା । ଅଧିକ ସୂଚନା ପାଇଁ ପଢନ୍ତୁ ...

କୋରୋନା ପ୍ରଭାବିତଙ୍କ ପାଇଁ ଦରମା ଦାନ
Punjab minister donates salary coronavirus
author img

By

Published : Mar 23, 2020, 2:13 PM IST

ଚଣ୍ଡିଗଡ଼: କୋରୋନା ପ୍ରଭାବିତଙ୍କୁ ସାହାର୍ଯ୍ୟ ହାତ ବଢାଇଲେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା । ସେ ନିଜ ମାସିକ ଦରମା ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଘୋଷଣା କରିଛନ୍ତି। ସେହିଭଳି ମାର୍ଚ୍ଚ 31 ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରିଛନ୍ତି ପଞ୍ଜାବ ଜେଲମନ୍ତ୍ରୀ ସୁଖଜିନ୍ଦର ।

ଅନ୍ୟପଟେ କୋରୋନା ଭାଇରସ ପ୍ରଭାବକୁ ରୋକିବା ପାଇଁ ଏବେ ସବୁଆଡେ ବନ୍ଦ ରହିଥିବା ବେଳେ ଏହାଦ୍ବାରା ବହୁ ଜୀବିକା ପ୍ରଭାବିତ ହେଉଛି । ଏହି ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ପଞ୍ଜାବ କ୍ୟାଡରର ସମସ୍ତ ଆଇଏଏସ୍ (ଭାରତୀୟ ପ୍ରଶାସନିକ ସେବା) ଅଧିକାରୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ପ୍ରଦାନ କରିବେ ବୋଲି ରାଜ୍ୟ ସରକାର ଏକ ଟୁଇଟ କରିଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.