ETV Bharat / bharat

ପୋଲିସ ଓ ସଫେଇ କର୍ମୀଙ୍କ ପାଇଁ 50 ଲକ୍ଷର ସ୍ବାସ୍ଥ୍ୟବୀମା - କୋରୋନା ଅପଡେଟ

ନିକଟରେ କେନ୍ଦ୍ର ସରକାର ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କ ପାଇଁ ବୀମା ଘୋଷଣା କରିଥିଲେ । ଆଉ ଏହାକୁ ଅନୁସରଣ କରିଛନ୍ତି ପଞ୍ଜାବ ସରକାର । ଅଧିକ ପଢନ୍ତୁ...

ପୋଲିସ ଓ ସଫେଇ କର୍ମୀଙ୍କ ପାଇଁ 50 ଲକ୍ଷର ସ୍ବାସ୍ଥ୍ୟବୀମା

author img

By

Published : Apr 4, 2020, 8:16 PM IST

ଚଣ୍ଡିଗଡ: କୋରୋନା ମୁକାବିଲା ପାଇଁ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କୁ ସୁରକ୍ଷିତ ରଖୁଛନ୍ତି ପୋଲିସ ଓ ସ୍ବାସ୍ଥ୍ୟକର୍ମୀ । ଆଉ ଏମାନଙ୍କ ପାଇଁ ସରକାର ସମସ୍ତ ପ୍ରକାର ସୁରକ୍ଷାର ବ୍ୟବସ୍ଥା କରିଛନ୍ତି । ନିକଟରେ କେନ୍ଦ୍ର ସରକାର ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କ ପାଇଁ ବୀମା ଘୋଷଣା କରିଥିଲେ ।

ଆଉ ଏହାକୁ ଅନୁସରଣ କରିଛନ୍ତି ପଞ୍ଜାବ ସରକାର । ପ୍ରତି ସଫେଇ ଓ ପୋଲିସ କର୍ମୀଙ୍କ ପାଇଁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ବୀମା ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡ 19 ଲଢେଇରେ ଯେଉଁମାନେ ଆଗଧାଡିରେ ରହି ଆମ ସମସ୍ତଙ୍କ ରକ୍ଷା କରୁଛନ୍ତି ସେମାନଙ୍କ ପାଇଁ ଏହି ବୀମା ଉଦ୍ଦିଷ୍ଟ ବୋଲି ସରକାର କହିଛନ୍ତି ।

ଏହା ଅନୁସାରେ ପ୍ରତି ସଫେଇ ଓ ପୋଲିସ କର୍ମଚାରୀଙ୍କ ପାଇଁ 50 ଲକ୍ଷ ଟଙ୍କାର ସ୍ବତନ୍ତ୍ର ସ୍ବାସ୍ଥ୍ୟ ବୀମା ଯୋଗାଯିବ । ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ଏହି ସୁବିଧା ମିଳିବ । ଏନେଇ ଶନିବାର ପଞ୍ଜାବ ସରକାର ଘୋଷଣା କରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.