ETV Bharat / bharat

ଅନଲାଇନ ସପିଂ: ସ୍କିନ ଲୋଶନ ବଦଳେ ଆସିଲା ଦାମୀ ହେଡଫୋନ

author img

By

Published : Jun 14, 2020, 7:59 AM IST

ସ୍କିନ ଲୋଶନ ବଦଳେ ଆସିଲା ଦାମୀ ହେଡଫୋନ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଖବର। ଅଧିକ ପଢନ୍ତୁ...

Pune man gets earbuds worth Rs 19k after ordering Rs 300 lotion online
ସ୍କିନ ଲୋଶନ ବଦଳେ ଆସିଲା ଦାମୀ ହେଡଫୋନ

ମୁମ୍ବାଇ: ବର୍ତ୍ତମାନ ପ୍ରାୟ ଅନ ଲାଇନ ଜିନିଷ କରିବା ପାଇଁ ପସନ୍ଦ କରିଥାନ୍ତି । ପ୍ରାୟ ସମୟରେ ଏହି ସପିଂରେ ଅନେକ ତ୍ରୁଟି ଦେଖାଯାଉଛି । ଅର୍ଡର କରିଥିବା ଜିନିଷର ଭଲ ନଥାଏ ନଚେତ ଅର୍ଡର କରିଥିବା ଜିନିଷ ପରିବର୍ତ୍ତେ ଅନ୍ୟ ଏକ ଜିନିଷ ଆସିଯାଇଥାଏ । ହେଲେ ପୁନେର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଠିକ ଏହିପରି ଘଟିଛି । କିନ୍ତୁ ସେ ଏଥିରେ ଖୁସି ହୋଇଛନ୍ତି ।

କାରଣ ସେ ଅନଲାଇନରୁ 3 ଶହ ଟଙ୍କାର ଏକ ସ୍କିନ ଲୋଶନ ଅର୍ଡର କରିଥିଲେ । ହେଲେ ତାଙ୍କୁ ଡେଲିଭେରୀ ହୋଇଥିଲା 19 ହଜାର ଟଙ୍କାର ଏକ ହେଡଫୋନ । ଡେଲିଭେରୀ ପରେ ସେ ଏହା ଦେଖିବା ପରେ ପ୍ରଥମେ କଷ୍ଟମର କେୟାରକୁ ଫୋନ ମାଧ୍ୟମରେ ଜଣାଇଥିଲେ । ହେଲେ ରିଟର୍ଣ୍ଣ ପରିବର୍ତ୍ତେ ଏପରି କିଛି ପଲିସି ନଥିବା କହି ହେଡଫୋନ ରଖିଦେବାକୁ କହିଥିଲେ ସପିଂ ସାଇଟ କଷ୍ଟମର କେୟାର।

ବ୍ୟକ୍ତି ଜଣକ ହେଲେ ପୁଣେର ଗୌତମ ରେଗେ । ସେ କିଛି ଦିନ ତଳେ ଅନଲାଇନ ସପିଂ ସାଇଟ ଆମାଜନରୁ ଅର୍ଡର କରିଥିଲେ ଲୋଶନ । କିନ୍ତୁ ଆସିଥିଲା ଦାମୀ ହେଡଫୋନ । ଏହାପରେ ସେ ଟ୍ବିଟ କରି ଏହି ଖୁସି ସେୟାର କରିଥିଲେ । ଫଳରେ ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.