ETV Bharat / bharat

ଅନଲାଇନ ସପିଂ: ସ୍କିନ ଲୋଶନ ବଦଳେ ଆସିଲା ଦାମୀ ହେଡଫୋନ - online shopping

ସ୍କିନ ଲୋଶନ ବଦଳେ ଆସିଲା ଦାମୀ ହେଡଫୋନ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଖବର। ଅଧିକ ପଢନ୍ତୁ...

Pune man gets earbuds worth Rs 19k after ordering Rs 300 lotion online
ସ୍କିନ ଲୋଶନ ବଦଳେ ଆସିଲା ଦାମୀ ହେଡଫୋନ
author img

By

Published : Jun 14, 2020, 7:59 AM IST

ମୁମ୍ବାଇ: ବର୍ତ୍ତମାନ ପ୍ରାୟ ଅନ ଲାଇନ ଜିନିଷ କରିବା ପାଇଁ ପସନ୍ଦ କରିଥାନ୍ତି । ପ୍ରାୟ ସମୟରେ ଏହି ସପିଂରେ ଅନେକ ତ୍ରୁଟି ଦେଖାଯାଉଛି । ଅର୍ଡର କରିଥିବା ଜିନିଷର ଭଲ ନଥାଏ ନଚେତ ଅର୍ଡର କରିଥିବା ଜିନିଷ ପରିବର୍ତ୍ତେ ଅନ୍ୟ ଏକ ଜିନିଷ ଆସିଯାଇଥାଏ । ହେଲେ ପୁନେର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଠିକ ଏହିପରି ଘଟିଛି । କିନ୍ତୁ ସେ ଏଥିରେ ଖୁସି ହୋଇଛନ୍ତି ।

Pune man gets earbuds worth Rs 19k after ordering Rs 300 lotion online
ସ୍କିନ ଲୋଶନ ବଦଳେ ଆସିଲା ଦାମୀ ହେଡଫୋନ

କାରଣ ସେ ଅନଲାଇନରୁ 3 ଶହ ଟଙ୍କାର ଏକ ସ୍କିନ ଲୋଶନ ଅର୍ଡର କରିଥିଲେ । ହେଲେ ତାଙ୍କୁ ଡେଲିଭେରୀ ହୋଇଥିଲା 19 ହଜାର ଟଙ୍କାର ଏକ ହେଡଫୋନ । ଡେଲିଭେରୀ ପରେ ସେ ଏହା ଦେଖିବା ପରେ ପ୍ରଥମେ କଷ୍ଟମର କେୟାରକୁ ଫୋନ ମାଧ୍ୟମରେ ଜଣାଇଥିଲେ । ହେଲେ ରିଟର୍ଣ୍ଣ ପରିବର୍ତ୍ତେ ଏପରି କିଛି ପଲିସି ନଥିବା କହି ହେଡଫୋନ ରଖିଦେବାକୁ କହିଥିଲେ ସପିଂ ସାଇଟ କଷ୍ଟମର କେୟାର।

ବ୍ୟକ୍ତି ଜଣକ ହେଲେ ପୁଣେର ଗୌତମ ରେଗେ । ସେ କିଛି ଦିନ ତଳେ ଅନଲାଇନ ସପିଂ ସାଇଟ ଆମାଜନରୁ ଅର୍ଡର କରିଥିଲେ ଲୋଶନ । କିନ୍ତୁ ଆସିଥିଲା ଦାମୀ ହେଡଫୋନ । ଏହାପରେ ସେ ଟ୍ବିଟ କରି ଏହି ଖୁସି ସେୟାର କରିଥିଲେ । ଫଳରେ ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.