ETV Bharat / bharat

ପୁଲଓ୍ବାମା ଆକ୍ରମଣ ପଛରେ ଆତଙ୍କବାଦୀ ମାସୁଦ ଅଜହରର ଭଣଜା ମହମ୍ମଦ ଉମର ! - nephew

ପୁଲଓ୍ବାମାରେ ଆତଙ୍କୀ ଆକ୍ରମଣ ପଛରେ ମସୁଦ ଅଜହରର ଭଣଜା ମହମ୍ମଦ ଉମର ହାତ ଥିବା ଗୁଇନ୍ଦା ବିଭାଗ ସନ୍ଦେହ କରିଛି । ଏନଆଇଆଏ ଏହି ଘଟଣାର ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା 7 ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Feb 16, 2019, 10:44 AM IST

Updated : Feb 16, 2019, 11:30 AM IST

ନୂଆଦିଲ୍ଲୀ: ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ମସୁଦ ଅଜହରର ଭଣଜା ମହମ୍ମଦ ଉମର । ଗୁଇନ୍ଦା ସଂସ୍ଥା ଏଭଳି ସନ୍ଦେହ କରିଛି । ଏନଆଇଆଏ ଏହି ଘଟଣାର ତଦନ୍ତ କରି ବର୍ତ୍ତମାନ ସୁଦ୍ଧା 7 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ମହମ୍ମଦ ଉମର ଆଫଗାନିସ୍ତାନ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିଲା । ଏହାପରେ ପୁଲଓ୍ବାମାରେ ଆସି ରହୁଥିବା ସୂଚନା ରହିଛି ।

ଗୁରୁବାର ଦିନ ପୁଲଓ୍ବାମାରେ ଆତଙ୍କବାଦୀ ମାନେ ସେନାଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ । ସେନାର ଗାଡି ଯାଉଥିବା ବେଳେ ହଠାତ୍ ଆରଡିଏକ୍ସ ବୋଝେଇ ଏକ ସ୍କୋର୍ପିଓ ଆସି ଧକ୍କା ଦେଇଥିଲା । ବର୍ତ୍ତମାନ ସୁଦ୍ଧା 44 ସେନା ସହିଦ ହୋଇଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆକ୍ରମଣ କରିଥିବା ୨୨ ବର୍ଷିୟ ଆତଙ୍କବାଦୀ ଆଦିଲ ଅହମଦର ମୃତଦେହ ମିଳିପାରିନାହିଁ । ହେଲେ ବିସ୍ଫୋରଣ ପାଇଁ 100-150 କିଲୋଗ୍ରାମ ଆରଡିଏକ୍ସ ବ୍ୟବହାର କରାଯାଇଥିବା ସୂଚନା ରହିଛି ।

SLUG - HORN WORKER IN PROBLEM

FORMAT - PKG

REPORTER- HARIHARA PATTNAIK

PLACE - GAJAPATI

DATE - 15.02.2019

ଆଙ୍କର – ଶିଙ୍ଗ କାମ ପାଇଁ ପାରଳାଖେମୁଣ୍ଡି ସହର ଦେଶ ବିଦେଶରେ ନାଁ କରିଛି  ହେଲେ ଶିଙ୍ଗ କାରିଗର ମାନଙ୍କୁ କୌଣସି ପ୍ରୋତ୍ସାହନ ମିଳୁ ନଥିବାରୁ ନିଜର କୌଳିକ  ବୃତ୍ତିକୁ ଅଧିକାଂଶ ଛାଡି ସାରିଲେଣି  ହାତ ଗଣତି କିଛି ଲୋକ ଏହା କରୁଥିବା ବେଳେ ସେମାନେ ବି ମୁହଁ ଫେରାଇବାକୁ ଆଗଭର ହେଲେଣି  ତେବେ ଏନେଇ କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନେବା ବଦଳରେ ଏକ ପ୍ରକାର ହାତ ଟେକିଦେଇଛନ୍ତି  ଜିଲ୍ଲା ଶିଳ୍ପ ବିଭାଗ କିନ୍ତୁ ଶିଙ୍ଗ ଶିଳ୍ପର ଉନ୍ନତି ପାଇଁ ସବୁ କିଛି  କରାଯାଉଥିବା କଥା କହିଛି 

ଭିଓ 01- ଗଜପତି ଜିଲ୍ଲାର ସଦର ମହାକୁମା ପାରଳାଖେମୁଣ୍ଡି  ଦିନ ଥିଲା ଶିଙ୍ଗ କାମ ପାଇଁ ଏହି ସହର ରାଜ୍ୟ ତଥା ଦେଶରେ ବେଳ ସୁନାମ ଅର୍ଜନ କରିଥିଲା  ଶିଙ୍ଗ ଶିଳ୍ପର ବିକାଶ ପାଇଁ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଶିଙ୍ଗ କାରିଗର ମାନଙ୍କୁ ଅନେକ ପ୍ରୋତ୍ସାହନ ଯୋଗାଇ ଦେବା ସହ ସେମାନଙ୍କର ଜିନିଷ ବିକ୍ରୀ ବଟା ପାଇଁ ବ୍ୟବସ୍ଥା କରିଥିଲେ  ହେଲେ ବର୍ତମାନ ଏହା ସରକାରୀ ଭାବେ ଆଉ ହେଉନାହିଁ  ଶିଙ୍ଗର ଅଭାବ ସାଙ୍ଗକୁ ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ ଅନେକ ଶିଙ୍ଗ କାରିଗର ନିଜର କୌଳିକ ବୃତ୍ତିକୁ ଛାଡି ସାରିଲେଣି  ଯେଉଁ ହାତ ଗଣିତ କିଛି କାରିଗର ଏଯାଏଁ ଏହା କରୁଛନ୍ତି ସେମାନେ ବି ଏଥିରୁ ମୁହଁ ଫେରାଇବାକୁ ସନସ୍ତ କରିସାରିଲେଣି  ପ୍ରଶାସନ ଏକ ସୋସାଇଟି କରି ନିଜ ଦାୟତ୍ବ ସାରିଦେଇଥିବା ବେଳେ କାରିଗରଙ୍କ ପାଇଁ କଂଚା ମାଲ ଯୋଗାଡ କରିବା ପ୍ରସ୍ତୁତ ଶିଙ୍ଗ କଳାକୃତିର ବିକ୍ରୀ ବଟା ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବାରେ କୌଣସି ସହଯୋଗ କରୁନଥିବା ଅଭିଯୋଗ ହେଉଛି  ଏପରିକି କାରିଗର ମାନଙ୍କ ପାଇଁ ଭଳ କୋଠା ଟିଏ ମଧ୍ୟ ଯୋଗାଇ ଦେଇପାରିନାହିଁ ପ୍ରଶସାନ  ତେଣୁ ସେମାନେ ଭଙ୍ଗା ଘରେ ବସି କାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଶିଙ୍ଗ କାରଗର ମାନେ ଅଭିଯୋଗ କରିବା ସହ ଉପଯୁକ୍ତ ପ୍ରୋତ୍ସାହନ ନମିଳିଲେ ସେମାନେ ନିଜର କୌଳିକ ବୃତିକୁ ଛାଡିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି 

       ବାଇଟ 01- ନିଳମଣୀ ମହାରଣା ( ଶିଙ୍ଗ ଶିଳ୍ପୀ)

       ବାଇଟ 02 – ରମାକାନ୍ତ ମହାରଣା (ଶିଙ୍ଗ ଶିଳ୍ପୀ)

ଭିଓ 02 – ସୋସାଇଟି ଟିଏ ଗଢିଦେଇ ପ୍ରଶାସନ ନିଜ ଦାୟତ୍ବ ସାରିଦେଇଥିବା ପରି ମନେ ହେଉଛି  ଏହାକୁ କିନ୍ତୁ ମାନିବାକୁ ପ୍ରସ୍ତୁତ ନୁହେଁ ଜିଲ୍ଲା ଶିଳ୍ପ ବିଭାଗ  ଜିଲ୍ଲା ଶିଳ୍ପ ବିଭାଗ ମ୍ୟାନେଜର କହିଛନ୍ତି ଯେ, ଉପଯୁକ୍ତ ବଜାର ସୃଷ୍ଟି ପାଇଁ ଶିଙ୍ଗ କାରିଗର ମାନଙ୍କୁ ବିଭିନ୍ନ ମେଳା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ପଠାଯାଉଛି  ସେହିପରି ଶିଙ୍ଗ ଶିଳ୍ପର ବିକାଶ ପାଇଁ ସବସିଡ ଆକାରରେ ବ୍ୟାଙ୍କ ରୁଣ ପ୍ରଦାନ କରାଯାଉଛି  ଏବଂ ଅନ୍ୟାନ୍ୟ ସହଯୋଗ ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି 

       ବାଇଟ 03- ବାବୁଲାଲ ଗନ୍ତାୟତ ( ମ୍ୟାନେଜର, ଜିଲ୍ଲା ଶିଳ୍ପ ବିଭାଗ )

ଫାଭିଓ – କଳା ଓ ସଂସ୍କୃତିର ସଂପର୍ଣ୍ଣ ସହର ପାରଳାଖେମୁଣ୍ଡିରୁ ବହୁ ଦିନ ହେଲାଣି ସଂସ୍କୃତି ଲୋପ ପାଇଯାଇଥିବା ବେଳେ ବର୍ତମାନ ଦେଶ ବିଦେଶରେ ନାଁ କରିଥିବା କଳା ମଧ୍ୟ ଲିଭିଯିବାକୁ ବସିଛି  ତେଣୁ ପ୍ରଶାସନ ଏବଂ ସରକାର ଏଥିପ୍ରତି ଗୁରୁତ୍ବ ଦେଇ ପଦକ୍ଷେପ ନେବା ଜରୁରୀ ହୋଇପଡିଛି 

.................. ପି ଟି ସି    .......................
Last Updated : Feb 16, 2019, 11:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.