ETV Bharat / bharat

ହୋଲିକା ଦହନର ପୂଜାବିଧି...

ହୋଲିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସୋମବାର ହୋଲିକା ଦହନର ପରମ୍ପରା ରହିଛି। ତେବେ ହୋଲି ପୂର୍ବରୁ ହୋଲିକା ଦହନ ପାଳନର ଅର୍ଥ ଅସତ୍ୟ ଉପରେ ସତ୍ୟର ବିଜୟ । ଅଧିକ ପଢନ୍ତୁ...

author img

By

Published : Mar 9, 2020, 4:58 PM IST

ହୋଲିକା ଦହନର ପୂଜାବିଧି...
ହୋଲିକା ଦହନର ପୂଜାବିଧି...

ହାଇଦ୍ରାବାଦ: ମାର୍ଚ୍ଚ 10 ଅର୍ଥାତ ମଙ୍ଗଳବାର ପୁରା ଦେଶରେ ପାଳନ ହେବ ହୋଲି । ହୋଲିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସୋମବାର ହୋଲିକା ଦହନର ପରମ୍ପରା ରହିଛି। ତେବେ ହୋଲି ପୂର୍ବରୁ ହୋଲିକା ଦହନ ପାଳନର ଅର୍ଥ ଅସତ୍ୟ ଉପରେ ସତ୍ୟର ବିଜୟ ।

ହୋଲିକା ଦହନର ଶୁଭ ମୁହୂର୍ତ୍ତ

ହୋଲିକା ଦହନ- 9 ମାର୍ଚ୍ଚ 2020

ହୋଲିକା ଦହନର ଶୁଭ ମୁହୂର୍ତ୍ତ- ସନ୍ଧ୍ୟା 6.22ରୁ 49 ମିନିଟ୍ ପର୍ଯ୍ୟନ୍ତ

ହୋଲିକା ଦହନର ସମୟସୀମା- 2 ଘଣ୍ଟା

ପୂଜା ସାମଗ୍ରୀ

ଗୋବର ନିର୍ମିତ କଣ୍ଢେଇ

ଗୋବର, ଗଙ୍ଗାଜଳ

ଫୁଲ

ପାଞ୍ଚପ୍ରକାର ଧାନ

ହଳଦୀ, ସିନ୍ଦୂର

ରଙ୍ଗ, ଫଳ ଓ ମିଠା

ପୂଜା ବିଧି

ହୋଲିକା ଦହନ ଆରମ୍ଭ କରି ଅଗ୍ନିକୁ ପ୍ରଣାମ କରନ୍ତୁ । ପରେ ଭୂମି ଉପରେ ଗଙ୍ଗାଜଳ ଢାଳନ୍ତୁ...

ପରେ ଅଗ୍ନିରେ ଗୋବର ନିର୍ମିତ କଣ୍ଢେଇ, ଫଳ ଆଦି ଦାନ କରନ୍ତୁ ।

ଅଗ୍ନି ଚାରିପଟେ ତିନିଥର ପରିକ୍ରମା କରନ୍ତୁ ।

ଏହାପରେ ଅଗ୍ନିକୁ ପ୍ରଣାମ କରନ୍ତୁ ।

ଶେଷରେ ଅଗ୍ନିର ପାଉଁଶକୁ ସମସ୍ତ ପରିବାର ତିଲକ କରି ଲଗାନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.