ETV Bharat / bharat

ମା’ଙ୍କ ଦରବାରରେ ଚାଲିଛି ଅଯୋଧ୍ୟା ମାମଲାର ଶୁଣାଣି !

author img

By

Published : Oct 5, 2019, 7:49 PM IST

ପ୍ରୟାଗରାଜର ଏକ ଦୁର୍ଗା ପୂଜା ମଣ୍ଡପକୁ ଦିଆଯାଇଛି ସୁପ୍ରିମ କୋର୍ଟର ରୂପ । ରାମ ମନ୍ଦିର ମାମଲାର ଶିଘ୍ର ଶୁଣାଣି କରିବାକୁ ମା’ଙ୍କ ଶରଣରେ ଭକ୍ତ ।

ମାଆଙ୍କ ଦରବାରରେ ଚାଲିବ ଅଯୋଧ୍ୟା ଶୁଣାଣି !

ପ୍ରୟାଗରାଜ: ବର୍ତ୍ତମାନ ଅଯୋଧ୍ୟା ମାମଲା ଉପରେ ରହିଛି ସାରା ଦେଶର ନଜର । ସୁପ୍ରିମ କୋର୍ଟରେ ଚାଲିଛି ଶୁଣାଣି । ଅକ୍ଟୋବର 17 ସୁଦ୍ଧା ଉଭୟ ପକ୍ଷକୁ ଜବାବ ରଖିବାକୁ ତଥା ଶୁଣାଣି ଶେଷ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାମ ମନ୍ଦିର ନିର୍ମାଣ ଲାଗି ସାରା ଦେଶରେ ରାମଭକ୍ତଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି । ଏହି ଅବସରରେ ଉତ୍ତରପ୍ରଦେଶରେ କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।

ମାଆଙ୍କ ଦରବାରରେ ଚାଲିବ ଅଯୋଧ୍ୟା ଶୁଣାଣି !

ପ୍ରୟାଗରାଜର ଏକ ଦୁର୍ଗା ପୂଜା ମଣ୍ଡପକୁ ଦିଆଯାଇଛି ସୁପ୍ରିମ କୋର୍ଟର ରୂପ । ରାମ ମନ୍ଦିର ମାମଲାର ଶିଘ୍ର ଶୁଣାଣି କରିବାକୁ ମା’ଙ୍କ ଶରଣ ପଶିଛନ୍ତି ଭକ୍ତ । ଏଥିପାଇଁ ମାଆଙ୍କ ଦରବାରରେ ବସାଯାଇଛି ସୁପ୍ରିମକୋର୍ଟ । ଆଉ ଚାଲିଛି ମାମଲାର ଶୁଣାଣି । ତେବେ ଫରକ ଏତିକି କାଠଗଡାରେ ଛିଡା ହୋଇଛନ୍ତି ମହିଷାସୁର ଓ ଭସ୍ମାସୁର । ମାଆଙ୍କ ଦରବାର ସବୁଠାରୁ ବଡ ଅଦାଲତ । ଏଠାରେ ଗୁହାରି କଲେ ଶିଘ୍ର ଶୁଣାଣି ହେବ ବୋଲି ଆଶା ରଖିଛନ୍ତି ରାମ ଭକ୍ତ ।

ସେଥିପାଇଁ ପ୍ରୟାଗରାଜର ଖୁଲଦାବାଦରେ ଏହି ଦୁର୍ଗା ମଣ୍ଡପ ପକ୍ଷରୁ ଏପରି ପ୍ରସ୍ତୁତି କରାଯାଇଛି । ସମ୍ପୂର୍ଣ୍ଣ ମଣ୍ଡପକୁ ସୁପ୍ରିମକୋର୍ଟର ରୂପ ଦିଆଯାଇଛି । ମାଆ ଦୁର୍ଗା ସାଜିଛନ୍ତି ବିଚାରପତି । ଆଉ 2 ଅସୁର ଅପରାଧୀ ଭାବେ କାଠଗଡାରେ ଛିଡା ହୋଇଛନ୍ତି । ତେବେ ଏହି ମଣ୍ଡପ ତିଆରି କରିବାର ଉଦ୍ଦେଶ୍ୟ ଅଯୋଧ୍ୟା ମାମଲାର ଶିଘ୍ର ଶୁଣାଣି ହେଉ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।

ଏବେ ଏହି ମାମଲା ଅନ୍ତିମ ସ୍ତରରେ ପହଞ୍ଚିଥିବାରୁ ମା’ଙ୍କ ପାଖରେ ମାମଲାର ଶିଘ୍ର ଶୁଣାଣି କରିବା ଲାଗି ଆୟୋଜକ ବିଶେଷ ପୂଜାପାଠ କରିଛନ୍ତି । ଏପରିକି ବିଚାରପତିଙ୍କ ସମେତ ଉଭୟ ପକ୍ଷ ଓକିଲଙ୍କୁ ସଦବୁଦ୍ଧି ଦେବାକୁ ମଧ୍ୟ ପୂଜା କରାଯାଉଛି । ମାଆଙ୍କ ଆଶୀର୍ବାଦରୁ ରାୟ ଆସିବାରେ ଥିବା ସମସ୍ତ ପ୍ରତିବନ୍ଧକ ଦୂର ହୋଇଯିବ ଓ ଖୁବଶିଘ୍ର ରାମ ମନ୍ଦିର ନିର୍ମାଣ ହେବ ବୋଲି ଆୟୋଜକ ଆଶା ରଖିଛନ୍ତି । ପରିସ୍ଥିତି ଯାହା ଥାଉନା କାହିଁକି ରାମ ମନ୍ଦିର ନିଶ୍ଚିତ ନିର୍ମାଣ ହେବ ବୋଲି ରାମଭକ୍ତ ଆଶା ରଖିଛନ୍ତି । ସେଥିପାଇଁ ସେମାନେ ମାଆଙ୍କ ଦରବାରରେ ସୁପ୍ରିମକୋର୍ଟ ବସାଇ ମା’ଙ୍କ କାମନା ଭିକ୍ଷା କରିଛନ୍ତି ।

Intro:अब माता के दरबार मे होगी राम मंदिर की सुनवाई
ritesh singh
7007861412

एक तरफ देशभर में राम भक्त जहां अयोध्या में जल्द से जल्द भव्य राम मंदिर निर्माण को लेकर संकल्पित है! तो वहीं दूसरी तरफ प्रयागराज की एक दुर्गा पूजा पंडाल को सुप्रीम कोर्ट का रूप देकर राम मंदिर मुद्दे की सुनवाई के लिए मां के दरबार मे अदालत का निर्माण किया गया है ! दरबार में दोनों पक्षों के वकीलों के अलावा जज भी मौजूद हैं !हालांकि अदालत के कटघरे में महिषासुर और भस्मासुर हैं! आयोजकों का मानना है कि मां की अदालत से बड़ी कोई अदालत नहीं है !इसलिए हम अब राम मंदिर के मुद्दे को मां के दरबार में अदालत लगाकर जजों के अलावा दोनों पक्षों की सद्बुद्धि के लिए विशेष पूजा पाठ कर रहे हैं!

Body:गौरतलब है कि राम मंदिर मुद्दे की सुनवाई सुप्रीम कोर्ट में अपने आखिरी चरण में है !ऐसा माना जा रहा है कि जल्द ही जल्द फैसला भी आ जाएगा !वहीं प्रयागराज के खुल्दाबाद में सजी देवी दुर्गा के पंडाल को सुप्रीम कोर्ट के रूप में दिया गया है! देवी दुर्गा के सामने बकायदा अदालत भी बनाई गई है !जज भी है और दोनों पक्षों की तरफ से वकील भी खड़े हैं !लेकिन यहां पर कटघरे में एक तरफ महिषासुर है तो दूसरी तरफ भस्मासुर! दुर्गा पूजा समिति के लोगों का मानना है कि उन्होंने यहां पर अदालत का निर्माण इस उद्देश्य के साथ किया है कि शक्ति के प्रतीक मां दुर्गा जजों को सद्बुद्धि दे कि जो व्यवधान राम मंदिर निर्माण में आ रहा है वह दूर हो और अयोध्या में जल्द से जल्द भगवान राम का भव्य मंदिर बन सके! दुर्गा पूजा कमेटी के लोगों का कहना है कि राम मंदिर में मामले की सुनवाई सुप्रीम कोर्ट में चल रही है लेकिन नतीजा अभी तक नहीं निकल सका इसलिए शक्ति के प्रतीक मां दुर्गा के दरबार में अदालत का निर्माण करके दोनों पक्षों के अलावा जजों की सद्बुद्धि और मंदिर निर्माण में आ रही बाधाओं को दूर करने के लिए विशेष पूजा की जा रही है!
बाइट ---- वीरेंद्र सोनकर (महामंत्री)
बाइट ---- कुमुद शुक्ला (श्रद्धालू)
बाइट ---- बृजमोहन ((कार्यकर्ता)

Conclusion: फिलहाल माध्यम चाहे जो भी हो अदालत इन की आस्था और उनके विश्वास को देखते हुए जल्द से जल्द अयोध्या में भगवान राम की जन्म स्थली पर भव्य राम मंदिर का निर्माण का मार्ग प्रशस्त करें यही यह कार्यकर्ता और श्रद्धालु मां से अरदास लगा रहे हैं!
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.