ETV Bharat / bharat

ପୁଡୁଚେରୀ ସରକାରଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ କୋରୋନା ପଜିଟିଭ୍ - Puducherry Chief Ministers two csbinet minister

ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ କୋରୋନା ପଜିଟିଭ୍ ଆସିଛନ୍ତି। ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଟ୍ବିଟ କରି ସୂଚନା ଦେଇଛନ୍ତି।

ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ କୋରୋନା ପଜିଟିଭ୍

author img

By

Published : Aug 11, 2020, 9:26 AM IST

ତାମିଲନାଡୁ: ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ କୋରୋନା ପଜିଟିଭ୍ ଆସିଛନ୍ତି। ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଟ୍ବିଟ କରି ସୂଚନା ଦେଇଛନ୍ତି।

  • Two of my ministers in the Cabinet, Kandasamy and Kamalakannan tested positive for COVID-19. I appeal to people moved with them to go for testing: Puducherry Chief Minister, V Narayanasamy pic.twitter.com/25G8YFJUt6

    — ANI (@ANI) August 11, 2020 " class="align-text-top noRightClick twitterSection" data=" ">

ତେବେ ପଜିଟିଭ୍ ଆସିଥିବା ଦୁଇ ମନ୍ତ୍ରୀ ହେଲେ କାନ୍ଦାସାମି ଏବଂ କମଲକାନନ । ଏହି ଦୁଇ ମନ୍ତ୍ରୀଙ୍କ ପାଖରେ କୋଭିଡ 19ର ଲକ୍ଷଣ ଦେଖାଯିବା ପରେ ପରୀକ୍ଷା କରିଥିଲେ ଓ ପଜିଟିଭ୍ ବାହାରିଛନ୍ତି।

ପଜିଟିଭ୍ ଆସିଥିବା ଏହି ଦୁଇ ମନ୍ତ୍ରୀଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଯଥାଶୀଘ୍ର କୋଭିଡ୍ ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ନିବେଦନ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.