ETV Bharat / bharat

କୋରୋନା ଚିକିତ୍ସା ପାଇଁ ସ୍ପୋରିଆସିସ୍ ଇଞ୍ଜେକେସନ ଇଟୋଲିଜୁମାବକୁ ଅନୁମୋଦନ

ଚର୍ମ ରୋଗ ପାଇଁ ବ୍ୟବହୃତ ହେଉଥିବା ସ୍ପୋରିଆସିସ୍ ଇଞ୍ଜେକେସନ ଇଟୋଲିଜୁମାବ ବର୍ତ୍ତମାନ କୋରୋନା ଚିକିତ୍ସାରେ ସୀମିତ ବ୍ୟବହାର ନେଇ ଅନୁମୋଦନ କରାଯାଇଛି ବୋଲି ଡ୍ରଗ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) କହିଛନ୍ତି।

author img

By

Published : Jul 12, 2020, 2:06 AM IST

_corona
କୋରୋନା ଚିକିତ୍ସା ପାଇଁ ସ୍ପୋରିଆସିସ୍ ଇଞ୍ଜେକେସନ ଇଟୋଲିଜୁମାବକୁ ଅନୁମୋଦନ

ନୂଆଦିଲ୍ଲୀ: କୋରୋନା ଚିକିତ୍ସାରେ ବ୍ୟବହାର ହେବ ସ୍ପୋରିଆସିସ୍ ଇଞ୍ଜେକେସନ ଇଟୋଲିଜୁମାବ । ଚର୍ମ ରୋଗ ପାଇଁ ବ୍ୟବହୃତ ହେଉଥିବା ସ୍ପୋରିଆସିସ୍ ଇଞ୍ଜେକେସନ ଇଟୋଲିଜୁମାବ ବର୍ତ୍ତମାନ କୋରୋନା ଚିକିତ୍ସାରେ ସୀମିତ ବ୍ୟବହାର ନେଇ ଅନୁମୋଦନ କରାଯାଇଛି ବୋଲି ଡ୍ରଗ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) କହିଛନ୍ତି।

କୋରୋନାର ମଧ୍ୟମ ଲକ୍ଷଣ ଏବଂ ତ୍ରୀବ୍ର ଶ୍ବାସକ୍ରିୟା ଜନିତ ସମସ୍ୟାରେ ପିଡିତ କୋରୋନା ରୋଗୀଙ୍କ ଜରୁରୀ ଚିକିତ୍ସାରେ ସ୍ପୋରିଆସିସ୍ ଇଞ୍ଜେକେସନ ବ୍ୟବହାର କରିବା ପାଇଁ ଭାରତର ଡ୍ରଗ କଣ୍ଟ୍ରୋଲର ନିଷ୍ପତ୍ତି ନେଇଛନ୍ତି ।

ତେବେ ଏମ୍ସର ପୁଲମୋନୋଲୋଜିଷ୍ଟ, ଫାର୍ମାକୋଲୋଜିଷ୍ଟ ଏବଂ ମେଡିକାଲ ଏକ୍ସପର୍ଟ କମିଟି ଦ୍ବାରା ଏହି ଇନଞ୍ଜେକସନ କ୍ଲିନିକାଲ ପରୀକ୍ଷା ରେଜଲ୍ଟ ସନ୍ତୋଷଜନକ ହେବାପରେ ଏହାକୁ କୋରୋନା ଚିକିତ୍ସା ପାଇଁ ଅନୁମୋଦନ ମିଳିଛି ।

ତେବେ ବହୁ ବର୍ଷ ଧରି ସ୍ପୋରୋସିସ ଚିକିତ୍ସା ପାଇଁ ବାୟୋକନ ପକ୍ଷରୁ ଅନୁମୋଦନ ପାଇଥିବା ଅଧିକାରୀ କହିଛନ୍ତି । ଏହି ଔଷଧ ବ୍ୟବହାର ପୂର୍ବରୁ ପ୍ରତ୍ୟୋକ ରୋଗୀଙ୍କ ଲିଖିତ ସୂଚନା ଆବଶ୍ୟକ ବୋଲି ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.