ETV Bharat / bharat

ଡାକ୍ତରଙ୍କୁ ମାଡ ମାରିଲେ 12 ବର୍ଷ ଜେଲ !

ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଆଇନ ଆଣିବାକୁ ଯାଉଥିବା ଜଣା ପଡିଛି । ଆଇନ ଅନୁସାରେ ଡାକ୍ତରଙ୍କୁ ମାରପିଟ ଘଟଣା ଅପରାଧର ଶ୍ରେଣୀରେ ଆସିବା ସହ ଏଥିରେ ଜଡିତ ଥିବା ଅଭିଯୁକ୍ତକୁ ଅତି କମରେ 12 ବର୍ଷ ଜେଲଦଣ୍ଡ ହୋଇପାରେ।

author img

By

Published : Jun 15, 2019, 2:37 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଡାକ୍ତରଙ୍କୁ ମାଡ ଘଟଣାରେ ଦେଶର ବିଭିନ୍ନ କ୍ଷେତ୍ରର ଡାକ୍ତର ଆନ୍ଦୋଳନ ଜାରି ରଖିଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ବଡ ପଦକ୍ଷେପ ନିଆଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଛି । ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଆଇନ ଆଣିବାକୁ ଯାଉଥିବା ଜଣାପଡିଛି ।

ଏହି ଆଇନ ଅନୁସାରେ ଡାକ୍ତରଙ୍କୁ ମାରପିଟ ଘଟଣା ଅପରାଧର ଶ୍ରେଣୀରେ ଆସିବା ସହ ଏଥିରେ ଜଡିତ ଥିବା ଅଭିଯୁକ୍ତକୁ ଅତି କମରେ 12 ବର୍ଷ ଦଣ୍ଡ ବ୍ୟବସ୍ଥା ହୋଇପାରେ। ଏଥି ସହ ଏହି ଆଇନକୁ ବିନା ଜାମିନ ରଖିବା ନେଇ ବିଚାର ଚାଲିଛି । ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ ଘଟଣା ପରେ ଦେଶବ୍ୟପୀ ଆନ୍ଦୋଳନକୁ ଦେଖି କେନ୍ଦ୍ର ସରକାର ଡାକ୍ତରଙ୍କୁ ଯଥାଶିଘ୍ର ସୁରକ୍ଷା ଦେବା ପାଇଁ ବିଚାର ଆରମ୍ଭ କରିଦେଇଛନ୍ତି ।

ଆଗାମୀ ଦିନରେ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ ଡାକ୍ତରଙ୍କ ସୁରକ୍ଷା ପାଇଁ କଡା ଆଇନ ସହିତ କ୍ଲିନିକାଲ ଏଷ୍ଟାବ୍ଲିଷମେଣ୍ଟ ଆକ୍ଟରେ ପରିବର୍ତ୍ତନ କରାଯିବାର ମଧ୍ୟ ସମ୍ଭାବନା ରହିଛି।

Slug,, Temple meeting ,, avb, Puri, 11.6.19

Anc,, ଶ୍ରୀମନ୍ଦିର କାର୍ଯ୍ୟଳୟ ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସ୍ନାନ ପୂର୍ଣ୍ଣିମା ଠାରୁ ରଥଯାତ୍ରା, ବାହୁଡା , ନିଳାଦ୍ରୀ ବିଜେ ଯାଏଁ ନୀତି ନିର୍ଘଣ୍ଟ ମୋହର ମରାଯାଇଛି। ଶୃଙ୍ଖଳା ରେ ସେବୟତ ମାନେ ସମସ୍ତ ରୀତି ନୀତି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ବାତ୍ୟା ଫନି ଯୋଗୁ ଶ୍ରୀମନ୍ଦିର ନୀଳ ଚକ୍ର ବଙ୍କା ହୋଇ ଥିବା ଚର୍ଚ୍ଚା କୁ ପୁର୍ଣ ଛେଦ ପକାଇ ଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ନୀଳ ଚକ୍ର ର କୌଣସି କ୍ଷତି ବାତ୍ୟା ଯୋଗୁ ହୋଇ ନାହିଁ ବୋଲୀ ସେ କହିଛନ୍ତି। asi ପକ୍ଷରୁ dron କ୍ୟାମେରା ରେ ନୀଳ ଚକ୍ର ର ଭିଡିଓ ଗ୍ରାଫି ଦେଖିବା ପରେ ନୀଳ ଚକ୍ର ର କିଛି ବି କ୍ଷତି ହୋଇ ନ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ ଛନ୍ତି। ସେହିପରି ସିଂହ ଦ୍ୱାର   ସମୁଖ ରେ ଜୟ ବିଜୟ ମୂର୍ତି ଦୁଇଟି ଆସନ୍ତା 16 ତାରିଖରେ କଢ଼ା ଯାଇ ସମ୍ପୂର୍ଣ୍ଣ ନୂଆ ମୂର୍ତି ଲାଗିବ ବୋଲୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିପରି ଫୋନି ବାତ୍ୟା ଦ୍ୱାରା ଶ୍ରୀମନ୍ଦିର କ୍ଷତି ହୋଇ ଥିବା ଜାଗା ଗୁଡିକ asi ସଠିକ ସମୟ ରେ ମରାମତି ସାରିଥିବା ସେ କହିଛନ୍ତି। ରଥଯାତ୍ରା ରୁ ବାହୁଡା ଯାତ୍ରା ସମୟରେ ଶ୍ରୀମନ୍ଦିର ଭିତରେ କଣ କାମ ହେବ asi ସହିତ ଦୁଇ ଦିନ ଭିତର ଭୁବନେଶ୍ୱର ରେ ଏକ ବୈଠକରେ ନିଷ୍ପତ୍ତି ନିଆଯିବ। ସେହିପରି ପହଣ୍ଡି ସମୟରେ ଶ୍ରୀମନ୍ଦିର ଚକଡ଼ା ରେ କୌଣସି ଗଣ ମାଧ୍ୟମ ସିଧା ପ୍ରସାରଣ କରିବେ ନାହିଁ। ଏଥି ଯୋଗୁ ପହଣ୍ଡି ରେ ବେଶ ଗହଳି ସହ ବିଳମ୍ବିତ ହେଉଛି। ମିଡ଼ିଆ ଗ୍ୟାଲେରୀ ରେ ରହି ପହଣ୍ଡି ର ସିଧା ପ୍ରସାରଣ ମିଡ଼ିଆ କରିବେ। ସେହିପରି ସିଧା ପ୍ରସାରଣ କରୁଥିବା ଚ୍ୟନେଲ ଗୁଡିକ ଠାରୁ ରଥଯାତ୍ରା ଧାରା ବିବରଣୀ ଦେଉଥିବା ଭାସ୍ୟ କାରଙ୍କ ଏକ ତାଲିକା ମଗା ଯାଇ ଅନୁଧ୍ୟାନ କରାଯିବ। କାରଣ ଅନେକ ଚ୍ୟନେଲ ରଥଯାତ୍ରା ବିଷୟ ରେ ଜ୍ଞାନ ନ ଥିବା ବ୍ୟକ୍ତି ମାନେ ଘୋଷକ ରହୁଛନ୍ତି। ଏହା ଦ୍ୱାରା ଭୁଲ ତଥ୍ୟ ପରିବେଷିତ ହେଉଛି। ଏହାକୁ କଡା କଡୀ କରାଯିବ। ସେହିପରି ନିଳାଦ୍ରୀ ବିଜେ ପରଦିନ ଗ୍ରହଣ ପଡୁଥିବା ରୁ ନୀଳାଦ୍ରି ବିଜେ ଦିନ ଅପରାହ୍ନ 4 ଟା ଠାକୁର ଙ୍କ ପହଣ୍ଡି ବିଜେ ନୀତି ସହ ମଧ୍ୟ ରାତ୍ରି ରେ ପହୁଡ଼ କରାଯିବ। ପରଦିନ ଗ୍ରହଣ ପୂର୍ବରୁ ଶୀଘ୍ର ମଧ୍ୟାନ ଧୂପ ନୀତି ଅନୁଷ୍ଠିତ ହେବ। 

ବାଇଟ,, ପ୍ରଦୀପ୍ତ ମହାପାତ୍ର ,, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ବାଇଟ ଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.