ETV Bharat / bharat

ସମସ୍ତଙ୍କୁ ମୁକ୍ତ ଟିକା ପ୍ରଦାନ ପାଇଁ କେନ୍ଦ୍ରକୁ ସିଏମ୍ କେଜ୍ରିଓ୍ବାଲଙ୍କ ନିବେଦନ

author img

By

Published : Jan 9, 2021, 7:21 PM IST

ସମସ୍ତଙ୍କୁ କୋଭିଡ-19 ଟିକା ମାଗଣାରେ ଯୋଗାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ପଢନ୍ତୁ ଅଧିକ.....

ସମସ୍ତଙ୍କୁ ମୁକ୍ତ ଟିକା ପ୍ରଦାନ ପାଇଁ କେନ୍ଦ୍ରକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜିରଓ୍ବାଲଙ୍କ ନିବେଦନ

ନୂଆଦିଲ୍ଲୀ: ସମସ୍ତଙ୍କୁ କୋଭିଡ-19 ଟିକା ମାଗଣାରେ ଯୋଗାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏନେଇ ସେ ଏକ ଟ୍ବିଟ୍ ଯୋଗେ କେନ୍ଦ୍ରକୁ ନିବେଦନ କରିଥିବା ଜଣାପଡିଛି ।

  • करोना सदी की सबसे बड़ी महामारी है। अपने लोगों को इस से सुरक्षित करना बेहद ज़रूरी है।

    मेरा केंद्र सरकार से निवेदन है कि करोना की वैक्सीन सभी देशवासियों को मुफ़्त लगवायी जाए। इस पर होने वाला खर्च ढेरों भारतीयों की जान बचाने में सहायक होगा।

    — Arvind Kejriwal (@ArvindKejriwal) January 9, 2021 " class="align-text-top noRightClick twitterSection" data=" ">

ଟ୍ବିଟରେ ଅରବିନ୍ଦ କହିଛନ୍ତି ଯେ କୋରୋନା ଭାଇରସ୍ ହେଉଛି ଶତାବ୍ଦୀର ସବୁଠାରୁ ବଡ ମହାମାରୀ । ଲୋକଙ୍କୁ ଏଥିରୁ ରକ୍ଷା କରିବା ସରକାରଙ୍କ ପ୍ରାଥମିକତା । ତେଣୁ ସମସ୍ତେ ମାଗଣା ଟିକା ପାଇବାକୁ ନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ମୁକ୍ତ ଟିକାକରଣ ପାଇଁ ହେବାକୁ ଥିବା ଖର୍ଚ୍ଚ ବହୁ ଜୀବନ ରକ୍ଷା କରିପାରିବ ବୋଲି ମଧ୍ୟ ଟ୍ବିଟରେ କହିଛନ୍ତି କେଜ୍ରିୱାଲ।

ପୂର୍ବରୁ ଦିଲ୍ଲୀ ସରକାର ଘୋଷଣା କରିସାରିଛନ୍ତି ଯେ କରୋନାଭାଇରସ୍ ଟିକା, ଯେତେବେଳେ ବି ଉପଲବ୍ଧ, ଜାତୀୟ ରାଜଧାନୀର ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯିବ। ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର 51 ଲକ୍ଷ ପ୍ରାଥମିକ ବର୍ଗର ଲୋକଙ୍କୁ କୋଭିଡ-19 ଟିକା ପ୍ରଦାନ, ଟିକା ସଂରକ୍ଷଣ ଏବଂ ପରିଚାଳନା ପାଇଁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ କହି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.