ETV Bharat / bharat

ସାବାସ୍ ଅଭିନନ୍ଦନ: ଗିଳିଦେଲେ ଅପରେସନାଲ ସିକ୍ରେଟ

'ଅଭିନନ୍ଦନ'ଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବ୍ୟାକୁଳ ଦେଶ । ଆସନ୍ତାକାଲି ଭାରତ ଫେରିବେ ଭାରତୀୟ ବାୟୁସେନାର ବାହାଦୂର ପାଇଲଟ ଅଭିନନ୍ଦନ ବର୍ଦ୍ଧନ । ତେବେ ଉପସ୍ଥିତି ବୁଦ୍ଧି ଏବଂ ଦେଶ ପ୍ରତି ସମର୍ପଣ ଭାବ ପାଇଁ ଅଭିନନ୍ଦନଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛା । ସର୍ବାଧିକ ପ୍ରତିକୂଳ ପରିସ୍ଥିତି ଏବଂ ଶତ୍ରୁ ଆଗରେ ଥିଲେ ମଧ୍ୟ ଅଭିନନ୍ଦନ ନିଜର କର୍ତ୍ତବ୍ୟ ଏବଂ କର୍ମନିଷ୍ଠାଙ୍କୁ ଭୁଲି ନାହାଁନ୍ତି ଅଭିନନ୍ଦନ । ଫଳରେ ତାଙ୍କ ପାଇଁ ବର୍ତ୍ତମାନ ଗର୍ବିତ ସମଗ୍ର ଭାରତ ।

author img

By

Published : Feb 28, 2019, 11:25 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: 'ଅଭିନନ୍ଦନ'ଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବ୍ୟାକୁଳ ଦେଶ । ଆସନ୍ତାକାଲି ଭାରତ ଫେରିବେ ଭାରତୀୟ ବାୟୁସେନାର ବାହାଦୂର ପାଇଲଟ ଅଭିନନ୍ଦନ ବର୍ଦ୍ଧନ । ତେବେ ଉପସ୍ଥିତି ବୁଦ୍ଧି ଏବଂ ଦେଶ ପ୍ରତି ସମର୍ପଣ ଭାବ ପାଇଁ ଅଭିନନ୍ଦନଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛା । ସର୍ବାଧିକ ପ୍ରତିକୂଳ ପରିସ୍ଥିତି ଏବଂ ଶତ୍ରୁ ଆଗରେ ଥିଲେ ମଧ୍ୟ ଅଭିନନ୍ଦନ ନିଜର କର୍ତ୍ତବ୍ୟ ଏବଂ କର୍ମନିଷ୍ଠାଙ୍କୁ ଭୁଲି ନାହାଁନ୍ତି ଅଭିନନ୍ଦନ । ଫଳରେ ତାଙ୍କ ପାଇଁ ବର୍ତ୍ତମାନ ଗର୍ବିତ ସମଗ୍ର ଭାରତ ।

ଶତ୍ରୁ ଦେଶରେ ଅକଥନୀୟ ଅତ୍ୟାଚାରର ଶିକାର ହୋଇଛନ୍ତି ଅଭିନନ୍ଦନ । ଅକଥନୀୟ ଅତ୍ୟାଚାର ପରେ ବି ପାକ୍ ସେନା ସମ୍ମୁଖରେ ମୁହଁ ଖୋଲିନଥିଲେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଭାରତ-ପାକିସ୍ତାନ ତିକ୍ତତା ମଧ୍ୟରେ ଦେଶର ହିରୋ ସାଜିଛନ୍ତି ଏହି କମାଣ୍ଡର । ସାହସିକତା ପାଇଁ ଚାରିଆଡୁ ତାଙ୍କ ପ୍ରତି ସାବାସୀର ଛୁଟୁ ଥିବା ବେଳେ ତାଙ୍କ ଘରବାହୁଡାକୁ ଅପେକ୍ଷା କରିଛି ଭାରତ ।

ତେବେ ପାକିସ୍ତାନରେ କେମିତି ପହଞ୍ଚିଲେ ଏହି ବାୟୁସେନା ଅଧିକାରୀ ? ଆଉ ପାକ ସେନା ହାତରେ ଧରା ପଡିବା ସତ୍ତ୍ବେ ଭାରତର କୌଣସି ରାଜ୍ ଖୋଲି ନଥିଲେ ଅଭିନନ୍ଦନ । ଏଥିସହ ଦରକାରୀ କାଗଜପତ୍ରକୁ ଚୋବାଇ ଗିଳି ଦେଇ ଥିଲେ ସେ । କେବଳ ସେତିକି ନୁହେଁ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ମଧ୍ୟ ପାଣିରେ ବୁହାଇ ଥିଲେ ।କେବଳ ଭାରତ ନୁହେଁ ପାକିସ୍ତାନ ମଧ୍ୟ ଗାଉଛି ଅଭିନନ୍ଦନଙ୍କ ବୀରତ୍ବର ଗାଥା । ଯେଉଁ ସମୟରେ ମିଗ-21 ଖସି ପଡିଥିଲେ, ସେତେବଳେ ଅଭିନନ୍ଦନ ପିଓକେର ଭୀମବେରରେ ପାରାଚ୍ୟୁଟ ଜରିଆରେ ଲ୍ୟାଣ୍ଡ କରିଥିଲେ ।

undefined

ତେବେ ପାକିସ୍ତାନରେ ଅଭିନନ୍ଦନ ପଡିବା ପରେ ପ୍ରଥମେ ସେ ଦେଖିଥିଲେ ତାଙ୍କୁ ଅନେକ ଲୋକ ଘେରିଛନ୍ତି । ଏହା ପାକିସ୍ତାନ ନୁହେଁ ଭାରତ ବୋଲି କହିଥିଲେ ଉପସ୍ଥିତ ଲୋକେ । ହେଲେ ସେଠାରେ ଥିବା ଲୋକେ ମିଛରେ ଏହା ଭାରତ ବୋଲି କହିଥିଲେ । ବାସ ଭାରତ ନା ଶୁଣୁ ଶୁଣୁ ସେ ଭାରତ ନାରେ ଜିନ୍ଦାବାଦ ନାରା ଦେଇଥିଲେ । କିନ୍ତୁ ଏଥିରେ ପାଖରେ ଥିବା ପାକିସ୍ତାନୀ କ୍ରୋଧିତ ହୋଇ ପଥର ଉଠାଇଥିଲେ । ଏହା ଦେଖି ସେ ଜାଣିପାରିଥିଲେ ଯେ, ଏହା ପାକିସ୍ତାନ । ଏଣୁ ସୁରକ୍ଷା ଦୃଷ୍ଟିରୁ ଅଭିନନ୍ଦନ ବନ୍ଧୁକ କାଢି ଉପରକୁ ଫାଙ୍କା ପାୟାରିଙ୍ଗ କରିବା ଆରମ୍ଭ କରିଦେଇଥିଲେ । ଏଥିସହ ପାଖରେ ଥିବା ଡକ୍ୟୁମେଣ୍ଟ ଓ ନକ୍ସାକୁ ଚିରି ଦେଇ ପାଟିରେ ଚୋବାଇବା ସହ ପାଖରେ ଥିବା ପୋଖରୀରରେ ବୁହାଇଦେଇଥିଲେ । ପରେ ପୁଣି ପାକିସ୍ତାନ ଆର୍ମି ଅଫିସର ଉକ୍ତ ସ୍ଥାନକୁ ଯାଇ, ସେଠାରୁ ତାଙ୍କ କବଜା କରି ଆର୍ମି କ୍ୟାଟକୁ ଆଣିଦେଇଥିଲେ ।

Intro:Body:

ତେବେ ପାକିସ୍ତାନରେ କେମିତି ପହଞ୍ଚିଲେ ଏହି ବାୟୁସେନା ଅଧିକାରୀ ? ଆଉ ପାକ ସେନା ହାତରେ ଧରା ପଡିବା ସତ୍ତ୍ବେ ଭାରତର କୌଣସି ରାଜ୍ ଖୋଲି ନଥିଲେ ଅଭିନନ୍ଦନ । ଏଥିସହ ଦରକାରୀ କାଗଜପତ୍ରକୁ ଚୋବାଇ ଗିଳି ଦେଇ ଥିଲେ ସେ । କେବଳ ସେତିକି ନୁହେଁ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ମଧ୍ୟ ପାଣିରେ ବୁହାଇ ଥିଲେ । 

କେବଳ ଭାରତ ନୁହେଁ ପାକିସ୍ତାନ ମଧ୍ୟ ଗାଉଛି ଅଭିନନ୍ଦନଙ୍କ ବୀରତ୍ବର ଗାଥା । ଯେଉଁ ସମୟରେ ମିଗ-21 ଖସି ପଡିଥିଲେ, ସେତେବଳେ ଅଭିନନ୍ଦନ ପିଓକେର ଭୀମବେରରେ ପାରାଚ୍ୟୁଟ ଜରିଆରେ ଲ୍ୟାଣ୍ଡ କରିଥିଲେ । 

ତେବେ ପାକିସ୍ତାନରେ ଅଭିନନ୍ଦନ ପଡିବା ପରେ ପ୍ରଥମେ ସେ ଦେଖିଥିଲେ ତାଙ୍କୁ ଅନେକ ଲୋକ ଘେରିଛନ୍ତି । ଏହା ପାକିସ୍ତାନ ନୁହେଁ ଭାରତ ବୋଲି କହିଥିଲେ ଉପସ୍ଥିତ ଲୋକେ । ହେଲେ ସେଠାରେ ଥିବା ଲୋକେ ମିଛରେ ଏହା ଭାରତ ବୋଲି କହିଥିଲେ । ବାସ ଭାରତ ନା ଶୁଣୁ ଶୁଣୁ ସେ ଭାରତ ନାରେ ଜିନ୍ଦାବାଦ ନାରା ଦେଇଥିଲେ । କିନ୍ତୁ ଏଥିରେ ପାଖରେ ଥିବା ପାକିସ୍ତାନୀ କ୍ରୋଧିତ ହୋଇ ପଥର ଉଠାଇଥିଲେ । ଏହା ଦେଖି ସେ ଜାଣିପାରିଥିଲେ ଯେ, ଏହା ପାକିସ୍ତାନ । ଏଣୁ  ସୁରକ୍ଷା ଦୃଷ୍ଟିରୁ ଅଭିନନ୍ଦନ ବନ୍ଧୁକ କାଢି ଉପରକୁ ଫାଙ୍କା ପାୟାରିଙ୍ଗ କରିବା ଆରମ୍ଭ କରିଦେଇଥିଲେ । ଏଥିସହ ପାଖରେ ଥିବା ଡକ୍ୟୁମେଣ୍ଟ ଓ ନକ୍ସାକୁ ଚିରି ଦେଇ ପାଟିରେ ଚୋବାଇବା ସହ ପାଖରେ ଥିବା ପୋଖରୀରରେ ବୁହାଇଦେଇଥିଲେ ।

ପରେ ପୁଣି ପାକିସ୍ତାନ ଆର୍ମି ଅଫିସର ଉକ୍ତ ସ୍ଥାନକୁ ଯାଇ, ସେଠାରୁ ତାଙ୍କ କବଜା କରି ଆର୍ମି କ୍ୟାଟକୁ ଆଣିଦେଇଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.