ETV Bharat / bharat

ଗେଟ-ୱେ ଅଫ୍ ଇଣ୍ଡିଆରେ ପ୍ରଦର୍ଶନକାରୀଙ୍କୁ ଆଜାଦ ମୈଦାନକୁ ସ୍ଥାନାନ୍ତର

author img

By

Published : Jan 7, 2020, 2:25 PM IST

ଜେଏନୟୁ ହିଂସାକୁ ବିରୋଧ କରି ସୋମବାରଠାରୁ ମୁମ୍ବାଇର ଗେଟ-ୱେ ଅଫ୍ ଇଣ୍ଡିଆରେ ବିରୋଧ ପ୍ରଦର୍ଶନ କରାଯାଉଥିଲା । ବର୍ତ୍ତମାନ ସେମାନଙ୍କୁ ଆଜାଦ ମୈଦାନକୁ ସ୍ଥାନାନ୍ତର କରାଯାଇଛି ।

Protestor Azad Maidan Shift from Gateway of India
ଗେଟ-ୱେ ଅଫ୍ ଇଣ୍ଡିଆରେ ପ୍ରଦର୍ଶନକାରୀଙ୍କୁ ଆଜାଦ ମୈଦାନକୁ ସ୍ଥାନାନ୍ତର

ମୁମ୍ବାଇ: ଜେଏନୟୁ ହିଂସାକୁ ବିରୋଧ କରି ସୋମବାରଠାରୁ ମୁମ୍ବାଇର ଗେଟ-ୱେ ଅଫ୍ ଇଣ୍ଡିଆରେ ବିରୋଧ ପ୍ରଦର୍ଶନ କରାଯାଉଥିଲା । ଆଜି(ମଙ୍ଗଳବାର) ପ୍ରଦର୍ଶନକାରୀଙ୍କୁ ସେଠାରୁ ଉଠାଇ ନେଇ ଆଜାଦ ମୈଦାନରେ ଛାଡିଛି ପୋଲିସ ।

ଗେଟ-ୱେ ଅଫ୍ ଇଣ୍ଡିଆରେ ପ୍ରଦର୍ଶନର ଅନୁମତି ନଥିବାରୁ ପୋଲିସ ଏପରି କରିଛି । ପ୍ରଦର୍ଶନକାରୀଙ୍କୁ ସ୍ଥାନାନ୍ତର କରିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଥମେ କିଛି ପ୍ରଦର୍ଶନକାରୀଙ୍କୁ ପୋଲିସ ହେପାଜତରେ ନେଇଥିବା ସୂଚନା ମିଳିଥିଲେ ବି ପରେ ପୋଲିସ ପକ୍ଷରୁ କାହାକୁ ଅଟକ ରଖାଯାଇନଥିବା ସ୍ପଷ୍ଟ ହୋଇଛି ।

ମୁମ୍ବାଇରେ ହେଉଥିବା ଆନ୍ଦୋଳନରେ ସୋମବାର ଟେଲିଭିଜନ ଅଭିନେତା ସୁଶାନ୍ତ ସିଂହ ଉପସ୍ଥିତ ଥିଲେ । କେବଳ ସୁଶାନ୍ତ ସିଂହ ନୁହେଁ ବରଂ ଅନେକ କଳାକାର ମୁମ୍ବାଇରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.